Latest Odisha News

BREAKING NEWS

Browsing Tag

Article 370

ସୁପ୍ରିମକୋର୍ଟ ବଦଳାଇ ପାରିବେ କି ଅନୁଚ୍ଛେଦ ୩୭୦ ଉଚ୍ଛେଦ ନିଷ୍ପତ୍ତି ?

ନୂଆଦିଲ୍ଲୀ: ଅନୁଚ୍ଛେଦ ୩୭୦ ଉଚ୍ଛେଦର ୪ ବର୍ଷ ପରେ ସୁପ୍ରିମକୋର୍ଟରେ ପୁଣି ଶୁଣାଣି ହେବାକୁ ଯାଉଛି । ଯେଉଁଥିରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଥିବା ବେଳେ ୩୭୦ ଉଚ୍ଛେଦକୁ ଅସାମ୍ବିଧାନିକ ଦର୍ଶାଯାଇଛି । ଯାହାର ଶୁଣାଣି ଅଗଷ୍ଟ ୨ରୁ ନିୟମିତ ଭାବେ କରାଯିବ । ସମସ୍ତ…

ଧାରା ୩୭୦ ଉଚ୍ଛେଦ ଉପରେ ଜୁଲାଇ ୧୧ ରେ ସୁପ୍ରିମକୋର୍ଟରେ ହେବ ଶୁଣାଣି

ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦ ଉପରେ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଜୁଲାଇ ୧୧ରେ ସୁପ୍ରିମକୋର୍ଟରେ ଶୁଣାଣି ହେବ। ଏହି ଶୁଣାଣିକୁ ସ୍ୱାଗତ କରିଛନ୍ତି ଜମ୍ମୁ କାଶ୍ମୀରର ରାଜନେତା। ସେମାନେ କହିଛନ୍ତି ଯେ ଶୁଣାଣି ସଠିକ୍ ଦିଗରେ ହେବ ବୋଲି ଆଶା କରୁଛୁ। ସିଜେଆଇ ଡି.ଓ୍ବାଇ…

‘ସରକାରଙ୍କ ରାୟର ଭିନ୍ନ ମତ ଦେବା ଦେଶଦ୍ରୋହ ନୁହେଁ’, ଫାରୁକ ଅବଦୁଲ୍ଲାଙ୍କ ମାମଲାରେ ସୁପ୍ରିମକୋର୍ଟଙ୍କ…

ନୂଆଦିଲ୍ଲୀ: ସରକାରଙ୍କ ମନ୍ତବ୍ୟରୁ ଅଲଗା କିଛି କହିବା ବା ମତ ଦେବା ଦେଶଦ୍ରୋହ ନୁହେଁ । ଆଜି ଏଭଳି ଟିପ୍ପଣୀ କରି ଫାରୁକ୍ ଅବଦୁଲ୍ଲାଙ୍କ ବିରୋଧରେ ଦାଏର ମାମଲା ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ । ସର୍ବୋଚ୍ଚ ଅଦାଲତ କହିଛନ୍ତି- ସରକାରଙ୍କ ଠାରୁ ଅଲଗା ମନ୍ତବ୍ୟ ଓ ଭିନ୍ନ ରାୟ ରଖିବାକୁ…

‘ଧାରା ୩୭୦’ ଉଚ୍ଛେଦକୁ ବର୍ଷେ

ନୂଆଦିଲ୍ଲୀ: ଆଜିକୁ ଠିକ ବର୍ଷେ ତଳେ ଜମ୍ମୁ-କଶ୍ମୀରରୁ ହଟିଥିଲା ଧାରା ୩୭୦ । ଐତିହାସିକ ଜମ୍ମୁ ଓ କାଶ୍ମୀର ରାଜ୍ୟ ପୁନର୍ଗଠନ ବିଲ୍ ୨୦୧୯ ଅଗଷ୍ଟ ୫ ତାରିଖରେ ରାଜ୍ୟସଭାରେ ଗୃହୀତ ହୋଇଥିଲା । ଏହି ବିଲ୍ ସପକ୍ଷରେ ୧୨୫ ଏବଂ ବିପକ୍ଷରେ ୬୧ଟି ଭୋଟ ଦିଆଯାଇଥିଲା । ଏହାକୁ ନେଇ ରାଜ୍ୟସଭାରେ…

ଧାରା ୩୭୦ ଉଚ୍ଛେଦ ବିରୋଧରେ ପିଟିସନ୍: ଆଜିଠୁ ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦାଏର ହୋଇଥିବା ଏକାଧିକ ପିଟିସନର ଶୁଣାଣି ମଙ୍ଗଳବାର ଦିନଠୁ ଆରମ୍ଭ ହେବ । ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ଜମ୍ମୁ-କାଶ୍ମୀରରେ ମାନବାଧିକାର ଉଲଂଘନ ସମ୍ପର୍କୀତ ମମାଲାକୁ…

‘ଧାରା ୩୭୦’ର ସମୀକ୍ଷା କରିବେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜମ୍ମୁ ଓ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ କରିବା ପ୍ରସଙ୍ଗରେ ସାମ୍ବିଧାନିକତା ଦୃଷ୍ଟିରୁ ଏହା କେତେଦୂର ସମୀଚୀନ କରିବେ, ତାହାକୁ ସମୀକ୍ଷା କରିବେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ । ଅଦାଲତଙ୍କ ଦ୍ୱାରା ହେବାକୁ ଥିବା ଏହି ପ୍ରସଙ୍ଗର ସମୀକ୍ଷା ଆଗାମୀ…

ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ‘ଓଡ଼ିଶା’କୁ କିପରି ସଂଯୋଗ କଲେ ଅମିତ ଶାହା, ଜାଣନ୍ତୁ

ନୂଆଦିଲ୍ଲୀ/ଭୁବନେଶ୍ୱର: ରାଜ୍ୟସଭାରେ ସୋମବାର ଅମିତ ଶାହା କେନ୍ଦ୍ର ସରକାରଙ୍କ ଐତିହାସିକ ନିଷ୍ପତ୍ତି 'ଧାରା ୩୭୦' ଉଚ୍ଛେଦକୁ ନେଇ ଘୋଷଣା କରୁଥିବା ମଧ୍ୟରେ ଦୁଇଥର 'ଓଡ଼ିଶା'ର ନାଁ ନେଇଛନ୍ତି । ଜମ୍ମୁ-କାଶ୍ମୀରରେ ଦେଶର ଅନ୍ୟ ଅଞ୍ଚଳର ନାଗରିକ ସମ୍ପତ୍ତି କିଣାବିକା ପ୍ରସଙ୍ଗରେ ଆଲୋଚନା…

ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କାଶ୍ମୀର ଗଲେ ୮ ହଜାର ସୁରକ୍ଷାକର୍ମୀ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବାପରେ ଭାରତୀୟ ବାୟୁସେନା ଓ ସେନାବାହିନୀକୁ ଆଲର୍ଟ ଜାରି କରାଯିବା ସହ ପୁଣି ୮ ହଜାର ସୁରକ୍ଷାକର୍ମୀଙ୍କୁ ପଠାଯାଇଛି । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଉତ୍ତରପ୍ରଦେଶ, ଓଡିଶା, ଆସାମ ଏବଂ ଦେଶର ଅନ୍ୟ ପ୍ରାନ୍ତରୁ ପାଖାପାଖି…

ଧାରା ୩୭୦ ଉଚ୍ଛେଦକୁ ନେଇ କ’ଣ କହିଲେ ଏହି ବଲିଉଡ୍ ସେଲିବ୍ରିଟି !

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ସୁବିଧା ପ୍ରଦାନ କରୁଥିବା ଧାରା ୩୭୦କୁ ଉଚ୍ଛେଦ କରାଯିବା ପରେ ଏହାକୁ ସମର୍ଥନ ଜଣାଇ ମୁହଁ ଖୋଲିଛନ୍ତି ଅନେକ ନେତା, ଅଭିନେତା ତଥା ଅଭିନେତ୍ରୀ । ଏହି ଅବସରରେ ବଲିଉଡ୍ ସେଲିବ୍ରିଟିମାନେ ମଧ୍ୟ ଟ୍ୱିଟ୍ କରି ନିଜ ନିଜର ଭାବାବେଗକୁ ପ୍ରକାଶ…

ଧାରା ୩୭୦ ଉଚ୍ଛେଦ, କେନ୍ଦ୍ରଶାସିତ ଅଞ୍ଚଳ ହେବ ଜମ୍ମୁ-କାଶ୍ମୀର !

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ସୁବିଧା ଦେଉଥିବା ଧାରା ୩୭୦କୁ ଉଚ୍ଛେଦ କରିବା ଲାଗି ରାଜ୍ୟସଭାରେ ସୋମବାର ଦିନ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଆଗତ କରାଯାଇଛି । ଏହି ପ୍ରସ୍ତାବ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ରାଜ୍ୟସଭାରେ ଆଗତ କରିଥିଲେ । ଏହି ପ୍ରସ୍ତାବ…