ଭୁବନେଶ୍ୱର: ରାଜ୍ୟରେ ଆଉ ବଢ଼ିନି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏନେଇ ରାଜ୍ୟ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି । ରାଜ୍ୟରେ ଚିହ୍ନଟ ହୋଇଥିବା ଦୁଇ ଜଣ କରୋନା ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସେ କହିଛନ୍ତି । ରାଜ୍ୟରେ ଏଯାବତ୍ ୩ହଜାର ୪୭୪ ଜଣ ପଞ୍ଜୀକରଣ କରିଛନ୍ତି । ୭୬ ଜଣ ସନ୍ଦିଗ୍ଧ ନଜରରେ ରହିଛନ୍ତି । ଆଉ ୭୬ଟି ନମୁନା ମଧ୍ୟରୁ ଏବେ ବି ୨ ପଜିଟିଭ୍ ରହିଥିବାବେଳେ ଅନ୍ୟ ସବୁ ନେଗେଟିଭ୍ ରହିଛି।
ସୂଚନା ଅନୁସାରେ, ବର୍ତ୍ତମାନ ଯାଏ କରୋନାରେ ୧୮୮ଟି ଦେଶ ସଂକ୍ରମିତ ହୋଇଛି । ୩ଲକ୍ଷ ୮ହାଜର ୫୬୪ ଜଣ ଆକ୍ରାନ୍ତ ହେଲେଣି । ସେହିଭଳି ୫ ଟି ବହୁ ସଂକ୍ରମିତ ଦେଶ ମଧ୍ୟରେ ରହିଛନ୍ତି ଚୀନ, ଇଟାଲୀ, ଯୁକ୍ତରାଷ୍ଟ୍ର ଆମେରିକା, ସ୍ପେନ୍ ଏବଂ ଜର୍ମାନୀ । ବର୍ତ୍ତମାନ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩୨ରେ ପହିଁଛି ବୋଲି ବାଗଚୀ ସୂଚନା ଦେଇଛନ୍ତ ।
BREAKING NEWS
- ବଡ଼ ଷଡ଼ଯନ୍ତ୍ର! POKରେ ୫୦୦ ଆତଙ୍କବାଦୀ ଥିବା ଦାବି, ଶୀତ ପୂର୍ବରୁ ଅନୁପ୍ରବେଶ ଆଶଙ୍କା
- Mother of All Bombs: ଇରାନକୁ ଡରାଇବାକୁ ଟ୍ରମ୍ପଙ୍କ ମହାବିନାଶୀ ବୋମା ପ୍ଲାନ୍! ଗୋଟିଏ ବୋମାରେ ଥରିବ ତେହେରାନ?
- ୨୪ ବର୍ଷର ଶାସନଠାରୁ ବିରୋଧୀ ଦଳ ନେତା: ୮୦ ବର୍ଷ ବୟସରେ ବି ଅପରାଜେୟ ନବୀନଙ୍କ ଲୋକପ୍ରିୟତା
- PM Modi Canada visit: ଟ୍ରମ୍ପଙ୍କ ଟାରିଫ୍ ଝଟକା ଭିତରେ ଭାରତ ମୁହାଁ କାନାଡା! ଡିସେମ୍ବରରେ ମୋଦୀଙ୍କ ଗସ୍ତ, ୭୦ ବିଲିୟନ ଡଲାର ବାଣିଜ୍ୟ ଉପରେ ନଜର…
- ଚାଷୀଙ୍କ ସହ ଗୁହାଳରେ ଗୋବର ଉଠାଇଲେ ଜର୍ମାନୀ କୂଟନୀତିଜ୍ଞ ଓସୱାଲ୍ଡ
- ବିଜିପୁର ଫ୍ରୁଟ ଭେଣ୍ଡିଂ ଜୋନ୍ରେ ଭୟାବହ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା ୩ଟି ଫଳ ଦୋକାନ
- ଉତ୍କଳ ବିଶ୍ବବିଦ୍ୟାଳୟ କବ୍ଜା କଲା ABV: ସଭାପତି ପ୍ରାର୍ଥୀ ଅଭିରାମ ମିଶ୍ର ବିଜୟୀ, ଉପସଭାପତି ସହ ୨ଟି ସିଟ୍ ଜିତିଲା NSUI
- ଓଡ଼ିଶା ସରକାର ଓ BGU ମଧ୍ୟରେ ଚୁକ୍ତି; ‘ଅଦ୍ୱିକା’ ଯୋଜନାରେ କିଶୋରୀମାନେ ପାଇବେ ଦକ୍ଷତା ପ୍ରଶିକ୍ଷଣ
- ରମାଦେବୀ ବିଶ୍ୱଦ୍ୟାଳୟରେ ଐତିହାସିକ ନିର୍ବାଚନ: ରାତି ଅଧରେ ବାହାରିଲା ରେଜଲ୍ଟ, ବାଜି ମାରିନେଲା BCJD
- ଆମେରିକା ସିନେଟର ଓ ମେୟରଙ୍କ କିଟ୍-କିସ୍ ପରିଦର୍ଶନ, ୧୦ ଜଣଙ୍କୁ ‘କିଓ’ ଜୀବନବ୍ୟାପୀ ସାଧନା ସମ୍ମାନ

Comments are closed.