Latest Odisha News

କରୋନା କ୍ରିଏଟିଭିଟି: ଶୁଭଶ୍ରୀ ମହାପାତ୍ରଙ୍କ ସଙ୍ଗୀତ ଗାନ

ଭୁବନେଶ୍ୱର :www.odishasambad.in ଏବଂ www.odishabytes.com ନିବେଦିତ କରୋନା କ୍ରିଏଟିଭିଟିରେ ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଭାଗ ନେଇ ନିଜ କଳା ପ୍ରତିଭା ଦେଖାଇଛନ୍ତି ଯାହା ଏବେ www.odishasambad.in ଏବଂ www.odishabytes.com ୟୁଟ୍ୟୁବ, ଫେସ୍ବୁକ ଇନଷ୍ଟାଗ୍ରାମରେ ଅପଲୋଡ କରାଯାଇଛି ଏହି ସବୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରତିଯୋଗୀଙ୍କ ଭିଡିଓର ଲାଇକସ୍ ଭିଉଜକୁ ଆଧାର କରି ପ୍ରଥମେ ଶ୍ରେଷ୍ଠ ୧୦୦ ପ୍ରତିଯୋଗୀ ଚୟନ ହେବେ ଏମାନଙ୍କ ମଧ୍ୟରୁ ଆମର ତିନି ଜଣ ଜୁରୀ ଅଭିନେତା କୁନା ତ୍ରିପାଠୀ, ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢୀ ବାଛିବେ ଶ୍ରେଷ୍ଠ ତିନି ବିଜେତାଙ୍କୁ ବିଜେତାମାନଙ୍କୁ ପୂର୍ବ ଭାରତର ଅଗ୍ରଣୀ ଅଳଙ୍କାର ବ୍ରାଣ୍ଡ ଲାଲଚାନ୍ଦ ଜୁଏଲର୍ସ ପକ୍ଷରୁ ପୁରସ୍କୃତ କରାଯିବ ଚାମ୍ପିଅନ ବା ପ୍ରଥମ ବିଜେତାଙ୍କୁ ହୀରାର ମୁଦି, ଦ୍ୱିତୀୟଙ୍କୁ ହୀରା ପେଣ୍ଡେଣ୍ଟ ତୃତୀୟ ବିଜେତାଙ୍କୁ ଗୋଲ୍ଡ କଏନ ଦିଆଯିବ

ଏବେ ଦେଖିବା ପ୍ରତିଯୋଗିତାରେ ବେଙ୍ଗାଳୁରୁର ଶୁଭଶ୍ରୀ ମହାପାତ୍ର କି ପ୍ରତିଭା ଦେଖାଉଛନ୍ତି ।

Comments are closed.