Latest Odisha News

BREAKING NEWS

ରାଜ୍ୟରେ ପୁଣି ୨୪ ଘଣ୍ଟାରେ ୧୦୦୦ ପାର୍: କେଉଁଠୁ କେତେ ପଜିଟିଭ ଚିହ୍ନଟ ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟରେ ସାଂଘାତିକ ହେଉଛି କରୋନା ସ୍ଥିତି । ଚିନ୍ତା ବଢ଼ାଉଛି ସ୍ଥାନୀୟ ସଂକ୍ରମଣ । ରାଜ୍ୟରେ ଆଜି ମଧ୍ୟ ୧୦୦୦ ପାର ହୋଇଛି କରୋନା ପଜିଟିଭଙ୍କ ସଂଖ୍ୟା । ଆଜି ଚିହ୍ନଟ ହୋଇଛନ୍ତି ୧୦୬୮ ଜଣ କରୋନା ପଜିଟିଭ ଚିହ୍ନଟ।

ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କ୍ବାରେଣ୍ଟାଇନ୍ କେନ୍ଦ୍ରରୁ ୬୬୨ ଜଣ ଚିହ୍ନଟ ହୋଇଥିବାବେଳେ ୪୦୬ ଲୋକାଲ କେସ୍ ରହିଛି।

ଓଡିଶାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୯୧୭୫ ରେ ପହଞ୍ଚିଛି । ସେଥିମଧ୍ୟରେ ୧୦୯୨୦ ଟି ସକ୍ରିୟ ମାମଲା ରହିଥିବା ବେଳେ ମୋଟ୍ ୧୮୦୬୦ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

କେଉଁ ଜିଲ୍ଲାରୁ କେତେ ଜାଣନ୍ତୁ…

Leave A Reply

Your email address will not be published.