Latest Odisha News

BREAKING NEWS

ଜାନୁଆରି ୨ରୁ ସବୁ ରାଜ୍ୟରେ କରୋନା ଟିକାର ଡ୍ରାଏ ରନ୍

ଭୁବନେଶ୍ୱର: ଦେଶରେ କରୋନା ଟିକାର ଡ୍ରାଏ ରନ୍ ପାଇଁ ନିଷ୍ପତ୍ତି ହୋଇଛି । ଜାନୁଆରି ୨ ତାରିଖରୁ ସବୁ ରାଜ୍ୟର ରାଜଧାନୀରେ ଏହି ଡ୍ରାଏ ରନ୍ ଆରମ୍ଭ ହେବ। ଏ ନେଇ ଆଜି ସ୍ଵାସ୍ଥ୍ୟ ମନ୍ତ୍ରାଳୟରେ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଡିସେମ୍ଵର ୨୮ ଏବଂ ୨୯ ତାରିଖରେ ୪ଟି ରାଜ୍ୟ ଆନ୍ଧପ୍ରଦେଶ, ଗୁଜୁରାଟ, ଆସାମ ଏବଂ ପଞ୍ଜାବରେ ଡ୍ରାଏ ରନ୍ ଶେଷ ହୋଇଛି। ଏହି ୪ଟି ରାଜ୍ୟରେ ୧୦୦ଜଣ ଲେଖାଏଁ ଲୋକଙ୍କୁ ନେଇ ଡମି ଟିକା ଦିଆଯାଇଥିଲା ।

Comments are closed.