ନୂଆଦିଲ୍ଲୀ: ଦିନକୁ ଦିନ କାୟା ବିସ୍ତାର କରି ଚାଲିଛି ମାରାତ୍ମକ ଭୂତାଣୁ କରୋନା । ଚୀନ୍ରୁ ଆରମ୍ଭ ହୋଇଥିବା ଏହି କରୋନା ଭାଇରାସ ଏବେ ଧୀରେ ଧୀରେ ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଛି । ତେବେ ଭାରତରେ ଆଉ ୨ କରୋନା ଭାଇରସ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଜଣେ ଦିଲ୍ଲୀର ହୋଇଥିବା ବେଳେ ଅନ୍ୟ ଜଣେ ତେଲାଙ୍ଗାନାର ହୋଇଥିବା ଜଣାପଡିଛି ।
ଦିଲ୍ଲୀର ସଂକ୍ରମିତ ହୋଇଥିବା ବ୍ୟକ୍ତି ଜଣକ ନିକଟରେ ଇଟାଲୀରୁ ଫେରିଥିଲେ । ଯେଉଁଠି ଏବେ କରୋନା ଭାଇରସ ସଂକ୍ରମଣରେ ୪୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେହିପରି ତେଲେଙ୍ଗାନାର ବ୍ୟକ୍ତି ଜଣକ କିଛି ଦିନ ପୂର୍ବେ ଦୁବାଇରୁ ଫେରିଥିବା ଜଣାପଡିଛି । ତେବେ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ପିଆଇବି ସୂଚନା ଦେଇଛି ।
କରୋନା ଭୂତାଣୁ ସଂକ୍ରମଣରେ ଏଯାଏଁ ୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ବିଭିନ୍ନ ଦେଶରେ ୮୮ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ଜଣାପଡିଛି ।
BREAKING NEWS
- ଚୁଲିରେ ପଡ଼ି ଦୁଇ ମାସର ଶିଶୁ ଗୁରୁତର
- Lalu Family Meet: ତୁଟିଲା କି ଲାଲୁ ପରିବାରରେ କଳି? ଘରେ ପହଞ୍ଚିଲେ ତେଜ ପ୍ରତାପ ଯାଦବ, ଲାଲୁ ଏବଂ ରାବ୍ରିଙ୍କ ପାଦ ଛୁଇଁ କହିଲେ…
- ବିକ୍ରି ହୋଇଥିବା ଶିଶୁକନ୍ୟାକୁ କଟକରୁ ଉଦ୍ଧାର କଲା ଭଣ୍ତାରିପୋଖରୀ ଥାନା ପୁଲିସ
- ଶ୍ରୀମନ୍ଦିରରେ ପଡିଲା ରକ୍ତ ଛିଟା, ମହାପ୍ରଭୁଙ୍କ ଦର୍ଶନ ବନ୍ଦ
- Mark Carney India Visit: ଭାରତ ଆସିବେ କାନାଡ଼ା ପ୍ରଧାନମନ୍ତ୍ରୀ, ପୁଣି ମଜଭୁତ ହେବ ଦୁଇ ଦେଶ ମଧ୍ୟରେ ସମ୍ପର୍କ
- Sabarimala ‘Ghee Scam’: ସାବରୀମାଳା ମନ୍ଦିରରେ ‘ପବିତ୍ର ଘିଅ’ ବିକ୍ରି ଘୋଟାଲା: ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଲେ କେରଳ ହାଇକୋର୍ଟ
- Prayagraj Magh Mela: ଲାଗିଛି ଭକ୍ତଙ୍କ ଭିଡ଼…ମକର ସଂକ୍ରାନ୍ତି ସ୍ନାନ ଉତ୍ସବ ପାଇଁ ପ୍ରସ୍ତୁତି ଶେଷ, ୧ କୋଟିରୁ ଅଧିକ ଭକ୍ତ ହୋଇପାରନ୍ତି ଏକାଠି…
- Lingaraj Temple: ମକରସଂକ୍ରାନ୍ତିରେ ଲିଙ୍ଗରାଜଙ୍କ ନୀତିକାନ୍ତି ନୀତିରେ ବିଭ୍ରାଟ, ଗତକାଲି ସନ୍ଧ୍ୟାରୁ ଉପବାସରେ ଠାକୁର
- ଓଡ଼ିଆ ଭାଷାରେ ହେବ ସମସ୍ତ ସରକାରୀ କାମ, ସବୁ ବିଭାଗ ଓ ଜିଲ୍ଲାପାଳଙ୍କୁ ସରକାରଙ୍କ ଚିଠି
- ବେଙ୍ଗାଲୁରୁରୁ-ପ୍ୟାରିସ ବିମାନରେ ଯାନ୍ତ୍ରିକ ତ୍ରୁଟି, ହନ୍ତସନ୍ତ ଯାତ୍ରୀ
Comments are closed.