ଭୁବନେଶ୍ୱର: ଲୋକସେବା ଭବନ କର୍ମଚାରୀ ଉପରେ ଲାଗିଛି କରୋନା କଟକଣା । ସଧାରଣ ଲୋକଙ୍କୁ ଲୋକସେବା ଭବନ ମନା ହୋଇଛି । ଏନେଇ ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି ।
ଲୋକସେବା ଭବନକୁ କେବଳ କର୍ମଚାରୀମାନେ ହିଁ ଯାଇପାରିବେ । କେବଳ ସେତିକି ନୁହେଁ ଭିଜିଟର ପାସ୍ ମଧ୍ୟ ବାତିଲ କରାଯାଇଛି । କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ନେଇ ରାଜ୍ୟ ସକରାର ସତର୍କତା ମୂଳକ ଏଭଳି ପଦକ୍ଷେପ ନେଇଛନ୍ତି ।
BREAKING NEWS
- ବାଂଲାଦେଶ ବାଛିଲା ନୂଆ ଭାଗ୍ୟ ବିଧାତା: ଭାରତ ସହିତ ସମ୍ପର୍କ ଉନ୍ନତ କରିବେ କି ତାରିକ୍ ରେହମାନ?
- Cyber Fraud: ୨ ସାଇବର ଠକକୁ ବାନ୍ଧିଲା ପୋଲିସ; ୫କୋଟିର ଠକେଇ
- ଭାରତ-ପାକିସ୍ତାନ ମ୍ୟାଚରେ ବର୍ଷା ଆଶଙ୍କା
- ମୁଖ୍ୟ ଶାସନ ସଚିବଙ୍କ ବଡ଼ ସୂଚନା: ୪ ସହର ହେବ କମନ ଇକୋନୋମିକ୍ ଜୋନ୍
- CM Odisha: ନବରଙ୍ଗପୁରକୁ ୪୪୬ କୋଟି ପ୍ରକଳ୍ପର ଭେଟି; ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ
- ଏଆଇ ଉପଯୋଗ କରି ଫିଲ୍ମ ନିର୍ମାଣ କରିବେ ରାଜକୁମାର ହିରାନୀ
- ବିଶ୍ୱକପରେ ଅଜବ ଗଜବ ସଂଯୋଗ: ଜିମ୍ବାୱେଠାରୁ ଅଷ୍ଟ୍ରେଲିଆ ହାରିଲେ, ଭାରତ ହେଉଛି ଚାମ୍ପିୟନ
- FIH Men’s Pro League: ପ୍ରୋଲିଗ୍ରେ ଭାରତୀୟ ଦଳର କ୍ରମାଗତ ୨ୟ ପରାଜୟ; ଆସନ୍ତାକାଲି ପୁଣି ବେଲଜିୟମକୁ ଭେଟିବ…
- ଅଷ୍ଟ୍ରେଲିଆକୁ ହରାଇ ବଡ ବିପର୍ଯ୍ୟୟ ଘଟାଇଲା ଜିମ୍ବାୱେ
- ଲୋକନାଥଙ୍କ ଏହି ନୀତି ବର୍ଷରେ ଥରେ ଆସେ
Comments are closed.