ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ଆଉ ୧୦ ଜଣଙ୍କ କରୋନା ଭାଇରସ ରିପୋର୍ଟ ପଜିଟିଭ ଆସିଛି । ଏନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ, କେରଳରେ ୮ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀ ଏବଂ ରାଜସ୍ଥାନରେ ଗୋଟିଏ ଗୋଟିଏ ରିପୋର୍ଟ ପଜିଟିଭ ଚିହ୍ନଟ ହୋଇଛି । ବର୍ତ୍ତମାନ ଯାଏଁ ଦେଶରେ ମୋଟ ରୋଗୀଙ୍କ ସଂଖ୍ୟା ୬୦କୁ ବୃଦ୍ଧି ପାଇଛି ।
କରୋନା ଭୟରେ ଜମ୍ମୁ-କାଶ୍ମୀରରେ ସ୍କୁଲ, ଅଙ୍ଗନୱାଡି କେନ୍ଦ୍ର, ସିନେମା ହଲ୍ ବନ୍ଦ କରି ଦିଆଯାଇଛି । ଚୀନ୍, ଇଟାଲୀ, ଇରାନ, ଦକ୍ଷିଣ କୋରିଆ, ଜାପାନ, ଫ୍ରାନ୍ସ, ସ୍ପେନ୍ ଏବଂ ଜର୍ମାନୀକୁ ଯାତ୍ରା ନକରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆଡଭାଇଜରି ଜାରି କରିଛି । ଏହା ସହ ବିଦେଶରେ ଅତ୍ୟାବଶ୍ୟକ ଭ୍ରମଣରୁ ଦୂରେଇ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।
BREAKING NEWS
- Russia Ready To Send Oil: ଭାରତର ସଙ୍କଟମୋଚକ ସାଜିଲା ରୁଷ୍
- Naxal Encounter: ଏନକାଉଣ୍ଟରରେ ପୁରସ୍କାର ବହନ କରୁଥିବା ନକ୍ସଲ ନିହତ; ଅନେକ ଅସ୍ତ୍ରଶସ୍ତ୍ର ଉଦ୍ଧାର
- ରାଜ୍ୟସଭାର ସଦସ୍ୟ ହେବାକୁ ଚାହୁଁଛି: ନୀତିଶଙ୍କ ପ୍ରଥମ ପ୍ରତିକ୍ରିୟା
- ଇରାନ-ଇସ୍ରାଏଲ ମହାଯୁଦ୍ଧ ପ୍ରଭାବ: ଚାରି ଦିନରେ ୧୫୦୦ ବିମାନ ବାତିଲ୍
- Trump Rates US War Performance: ଇରାନ ଉପରେ ଆକ୍ରମଣ ନିଷ୍ପତ୍ତିକୁ ଯଥାର୍ଥ କହିଲେ ଟ୍ରମ୍ପ, ସାମରିକ କାର୍ଯ୍ୟାନୁଷ୍ଠାନକୁ ଦେଲେ ୧୦ ରୁ ୧୫ ରେଟିଂ…
- Next Bihar CM: କେନ୍ଦ୍ର ରାଜନୀତିରେ ନୀତିଶ କୁମାରଙ୍କ ରିଏଣ୍ଟ୍ରି! କିଏ ସମ୍ଭାଳିବେ ବିହାର କମାଣ୍ଡ?
- Ram Charan Barefoot: କାହିଁକି ରଶ୍ମିକା-ବିଜୟଙ୍କ ରିସେପ୍ସନରେ ଖାଲି ପାଦରେ ପହଞ୍ଚିଥିଲେ ରାମ ଚରଣ?
- Indian Ports Used By US Navy: କ’ଣ ଇରାନ ଉପରେ ଆକ୍ରମଣ ପାଇଁ ଆମେରିକାକୁ ନିଜ ଘାଟି ଦେଇଛି ଭାରତ? ସାମ୍ନାକୁ ଆସିଲା ସତ…
- ପାଟନା ଛାଡ଼ି ଦିଲ୍ଲୀ ଯିବେ ନୀତିଶ କୁମାର, ସରଗରମ ରାଜନୀତି
- ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଟ୍ୱିନ ସିଟିରେ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
Comments are closed.