ନାଇରୋବି: କରୋନା ଭାଇରସ ବିଳମ୍ବରେ ଆଫ୍ରିକାରେ ପହଂଚିଥିଲା । ସେଠାରେ ଏବେ ଏହି ମହାମାରୀରୁ ମୁକୁଳିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । ପଶ୍ଚିମ ଆଫ୍ରିକାର ପିଲାମାନଙ୍କୁ କରୋନା ଭାଇରସ ଶୈଳୀରେ ହେୟାର ଷ୍ଟାଇଲ କରାଯାଉଛି । ଏହା ଲୋକପ୍ରିୟ ହେବା ସହିତ ସଚେତନତାର ବାର୍ତା ମଧ୍ୟ ପହଂଚାଇବାରେ ସଫଳ ହେଉଛି ।
କରୋନା ଭାଇରସ ଯେପରି ଦେଖାଯାଉଛି ସେ ଭଳି ଶୈଳୀରେ ଏହି ଷ୍ଟାଇଲ କରାଯାଉଛି । ସେଠାକାର ବିଭିନ୍ନ ସେଲୁନରେ ପିଲାମାନଙ୍କ ଲମ୍ବା ଲାଇନ ଏଥିନେଇ ଦେଖିବାକୁ ମିଳୁଛି । ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨ ଲକ୍ଷରେ ପହଂଚିଲାଣି । ଆଫ୍ରିକାର ଅଧିକାଂଶ ଦେଶ ଆର୍ଥୀକ ଦୃଷ୍ଟିକୋଣରୁ ଦୁର୍ବଳ । ଏ ପର୍ଯ୍ୟନ୍ତ ଏହାର ଭ୍ୟାକ୍ସିନ ବାହାରି ନ ଥିବରୁ ସତର୍କତା ହିଁ ବଂଚିବାର ଏକମାତ୍ର ରାସ୍ତା ।
BREAKING NEWS
- ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା; ରୋଷେୟାକୁ ଗିରଫ କଲା ପୋଲିସ
- Fly Dubai Hijack Scare: ଜରୁରୀ ଅବତରଣ, ସେନାର ତଦନ୍ତ
- ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ; ସହକାରୀ ନିର୍ଦ୍ଦେଶକଙ୍କ ରହିଛି ୪ କୋଠା, ୩୦ ପ୍ଲଟ…
- କିଚକେଶ୍ୱରୀ ମନ୍ଦିରର ଉନ୍ନତିକରଣ; କେନ୍ଦ୍ର ପକ୍ଷରୁ ୪୪.୯୧ କୋଟି ମଞ୍ଜୁର…
- ACF Soumya Ranjan death case:ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା:ପତ୍ନୀ ବିଦ୍ୟାଭାରତୀଙ୍କ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ
- ହୁତୁହୁତୁ ହୋଇ ଜଳିଲା ବାଇକ୍ ଶୋ’ରୁମ୍
- SIR Declaration: ବିବାଦ ପରେ ନିର୍ବାଚନ କମିଶନଙ୍କ ବଡ ନିଷ୍ପତ୍ତି, ଫର୍ମ-୬ ସହ ଆଉ ଦେବାକୁ ପଡ଼ିବନି ଅତିରିକ୍ତ ଘୋଷଣା
- INDIA bloc Meet: ଦିଲ୍ଲୀରେ ବିରୋଧୀଙ୍କ ବଡ ବୈଠକ! SIR ବିବାଦ, CECଙ୍କ ଇସ୍ତଫା ନେଇ ତାତିଲା ରାଜନୀତି, ସରକାରଙ୍କୁ ଘେରିବାକୁ ବଡ ରଣନୀତି?
- ଗହୀରମଥାରୁ ୧୯ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ
- ବନ୍ୟାରେ ଉବୁଟୁବୁ ଭଦ୍ରକ, ଆଜି ୧୬୬ ସ୍କୁଲ ବନ୍ଦ…

Comments are closed.