Latest Odisha News

BREAKING NEWS

କରୋନାଭାଇରସ ଆତଙ୍କ; ଓଡିଶା ଦେଇ ଚଳାଚଳ କରୁଥିବା ଏହିସବୁ ଟ୍ରେନ ବାତିଲ, ଜାଣନ୍ତୁ

ଭୁବନେଶ୍ୱର: କରୋନାଭାଇରସ୍ (କୋଭିଡ-୧୯) ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇଥିବା ବେଳେ ପୂର୍ବତଟ ରେଳବାଇ (ଇସିଓଆର) ଓଡିଶା ଦେଇ ଚାଲୁଥିବା ୧୦ଟି ଟ୍ରେନ୍ (୫ ଯୋଡା)କୁ ବାତିଲ କରିଦେଇଛି।

ଆଗାମୀ ଦିନରେ ଯାତ୍ରୀ ଟିକେଟ୍ ବୁକିଂ କୁ ନଜରରେ ରଖି ଆବଶ୍ୟକସ୍ଥଳେ ଟ୍ରେନ ବାତିଲ କରାଯାଇପାରେ ବୋଲି ଇସିଓଆର ପକ୍ଷରୁ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ।

ବାତିଲ୍ ଟ୍ରେନ୍- 

୦୧. ୧୨୮୮୨ ପୁରୀ-ହାୱଡା ଦ୍ୱି-ସାପ୍ତାହିକ ଗରିବ ରଥ ଏକ୍ସପ୍ରେସ ପୁରୀରୁ ମାର୍ଚ୍ଚ ୨୩, ୨୫ ଏବଂ ୩୦ ରେ

୦୨. ୧୨୮୮୧ ହାୱଡାରୁ ହାୱଡା-ପୁରୀ ଦ୍ୱି-ସାପ୍ତାହିକ ଗରିବ ରଥ ଏକ୍ସପ୍ରେସ ମାର୍ଚ୍ଚ ୨୪, ୨୬ ଏବଂ ୩୧ରେ ବାତିଲ୍

୦୩. ୧୨୮୩୨ ଭୁବନେଶ୍ୱର-ଧନବାଦ୍ ତ୍ରି-ସାପ୍ତାହିକ ଗରିବ ରଥ ଏକ୍ସପ୍ରେସ ମାର୍ଚ୍ଚ ୨୦-୩୧ରୁ ଭୁବନେଶ୍ୱରରୁ

୦୪. ୧୨୮୩୧ ମାର୍ଚ୍ଚ ୨୧ରୁ ୩୦ ଏବଂ ଏପ୍ରିଲ ୧ରେ ଧନବାଦରୁ ଧନବାଦ୍-ଭୁବନେଶ୍ୱର ଗରିବ ରଥ ଏକ୍ସପ୍ରେସ

୦୫. ୧୨୨୮୧ ମାର୍ଚ୍ଚ ୨୫ରେ ଭୁବନେଶ୍ୱର-ନୂଆଦିଲ୍ଲୀ ଦୁରନ୍ତୋ ଏକ୍ସପ୍ରେସ

୦୬. ୧୨୨୮୨ ମାର୍ଚ୍ଚ ୨୬ ରେ ନୂଆଦିଲ୍ଲୀରୁ ନୂଆଦିଲ୍ଲୀ-ଭୁବନେଶ୍ୱର ଦୁରନ୍ତୋ ଏକ୍ସପ୍ରେସ

୦୭. ୧୨୨୭୮ ମାର୍ଚ୍ଚ ୨୦-୩୧ରୁ ପୁରୀରୁ ପୁରୀ-ହାୱଡା ଶତାବ୍ଦୀ ଏକ୍ସପ୍ରେସ

୦୮. ୧୨୨୭୭ ମାର୍ଚ୍ଚ ୨୦-୩୧ରୁ ହାୱଡାରୁ ହାୱଡା-ପୁରୀ ଶତାବ୍ଦୀ ଏକ୍ସପ୍ରେସ

୦୯. ୨୨୭୦୮ ମାର୍ଚ୍ଚ ୨୦ରୁ ୨୯ ପର୍ଯ୍ୟନ୍ତ ତିରୁପତିରୁ ତିରୁପତି-ବିଶାଖାପାଟନମ୍ ଏକ୍ସପ୍ରେସ୍

୧୦. ମାର୍ଚ୍ଚ ୨୦-୩୦ ରୁ ବିଶାଖାପାଟନମରୁ ବିଶାଖାପାଟନମ୍-ତିରୁପତି ଏକ୍ସପ୍ରେସ୍

Leave A Reply

Your email address will not be published.