Latest Odisha News

BREAKING NEWS

କରୋନା ଆତଙ୍କ: ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସ୍ଥଗିତ ରହିଲା ହେରିଟେଜ୍ ‘ଏକାମ୍ର ୱାକ୍‌ସ’ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଦେଶରେ କରୋନା ଭାଇରସ୍ ଆତଙ୍କ ଦିନକୁ ଦିନ ବଢି ଚାଲିଥିବା ବେଳେ ସରକାରଙ୍କ ପକ୍ଷରୁ ବିଭିନ୍ନ ସତର୍କତା ମୂଳକ ପଦକ୍ଷେପମାନ ଗ୍ରହଣ କରାଯାଉଛି । କରୋନା ଭୂତାଣୁ (କୋଭିଡ଼ – ୧୯)ସଂକ୍ରମଣରୁ ରକ୍ଷା ପାଇବା ଲାଗି ଆଡ଼ଭାଇଜରି ଜାରି ହୋଇଛି । ଏହାକୁ ଦୃଷ୍ଟିରେ ରଖି ରବିବାର ହେରିଟେଜ୍ ‘ଏକାମ୍ର ୱାକ୍‌ସ’ କାର୍ଯ୍ୟକ୍ରମ ମାର୍ଚ୍ଚ ୧୦ ତାରିଖରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।

ଏନେଇ ହେରିଟେଜ୍ ‘ଏକାମ୍ର ୱାକ୍‌ସ’ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ଜଣାଇ ଦିଆଯାଇଛି ।

ମାର୍ଚ୍ଚ ମାସ ଲାଗି ଯେଉଁ ଉଚ୍ଛୁକ ବ୍ୟକ୍ତିମାନେ ନାମ ପଞ୍ଜିକରଣ କରିଥିଲେ ସେମାନଙ୍କ ଅବଗତି ନିମନ୍ତେ ଏକାମ୍ର ୱାକ୍‌ସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.