Latest Odisha News

BREAKING NEWS

ଏସସିବି ମେଡିକାଲରୁ କରୋନା ସନ୍ଦିଗ୍ଧ ଫେରାର

କଟକ: କରୋନା ସନ୍ଦେହରେ କଟକର ଏସସିବି ମେଡିକାଲରେ ଆୟର୍ଲାଣ୍ଡର ନାଗରିକ ଭର୍ତ୍ତି ହୋଇଥିଲେ । ଗୁରୁବାର ଦିନ ମେଡିକାଲର ଆଇସୋଲେସନ ୱାର୍ଡରୁ ନିଖୋଜ ଥିବା ଜଣାପଡିଛି । ଏହି ଘଟଣା ପରେ ଲୋକଙ୍କ ଭିତରେ ଆତଙ୍କ ସୃଷ୍ଟି ହୋଇଛି ।

ଭୁବନେଶ୍ୱର ବିମାନ ବନ୍ଦରରେ ଥର୍ମାଲ ସ୍କ୍ରିନିଂ ହେବା ପରେ ଆୟର୍ଲାଣ୍ଡର ନାଗରିକଙ୍କ ଶରୀରରେ ତାପମାତ୍ରା ଥିବା ଜଣାପଡିଥିଲା । ଏହାପରେ ତାଙ୍କୁ କରୋନା ସନ୍ଦେହରେ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏନେଇ ମଙ୍ଗଳବାଗ ଥାନରେ ଏତଲା ଦିଆଯାଇଛି ।

Leave A Reply

Your email address will not be published.