Latest Odisha News

BREAKING NEWS

ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

କଟକ: କଟକ ବୟାଳିଶ ମୌଜା ଝିକିଂ ଅଞ୍ଚଳରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଦୁହେଁ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତଦେହ ନିକଟରୁ ହତାଲେଖା ସୁଇସାଇଡ ନୋଟ୍ ପୋଲିସ ଜବତ କରିଛି ।

ସୁଇସାଇଟ ନୋଟ୍‌ରେ ‘ଆମ ମରିବା ପାଇଁ କେହି ଦାୟୀ ନୁହନ୍ତି । ଆମେ ଭଗବାନ ଅନୁକୂଳ ଚନ୍ଦ୍ରଙ୍କ ନିର୍ଦ୍ଦେଶରେ ମୃତ୍ୟୁର ରାସ୍ତା ବାଛିଛୁ ବୋଲି ଲେଖା ହୋଇଛି । କମିଶନରେଟ୍ ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । ସୁଇସାଡ ନୋଟ୍ ପୋଲିସ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.