Latest Odisha News

ତୃତୀୟ ଲହରକୁ ରୋକିବାକୁ ହେଲେ ୨୦ ପ୍ରତିଶତରୁ ଅଧିକ ଟିକାକରଣ ଆବଶ୍ୟକ

ନୂଆଦିଲ୍ଲୀ: ଦେଶରେ ଏବେ ଡେଲଟା ପ୍ଲସର ବୃଦ୍ଧି ଚିନ୍ତା ବଢାଇଲାଣି। ଏହା ଭିତରେ କରୋନାର ତୃତୀୟ ଲହରକୁ ନେଇ ମଧ୍ୟ ଆଶଙ୍କା ବଢିବାରେ ଲାଗିଛି। ତୃତୀୟ ତରଙ୍ଗର ଆଶଙ୍କା କ୍ରମାଗତ ଭାବେ ବଢୁଛି।

କିନ୍ତୁ ବିଶେଷଜ୍ଞଙ୍କ ଅନୁଯାୟୀ ତୃତୀୟ ତରଙ୍ଗକୁ ଏଡାଇ ଦିଆଯାଇପାରେ। ଯେଉଁ ଦେଶରେ ୨୦ ପ୍ରତିଶତରୁ ଅଧିକ ଲୋକଙ୍କୁ ଟୀକାକରଣ କରାଯାଇଛି, ସେଠାରେ ତୃତୀୟ ତରଙ୍ଗର ଆଶଙ୍କା ବହୁତ କମ୍‌ ରହିଛି।

Comments are closed.