Latest Odisha News

BREAKING NEWS

ବିଶେଷଜ୍ଞଙ୍କ ପରାମର୍ଶ; ସଂକ୍ରମଣରୁ ବର୍ତ୍ତିବା ପାଇଁ ଏନ୍‌ ୯୫ ମାସ୍କ ବ୍ୟବହାର କରିବା ଉଚିତ

ନୂଆଦିଲ୍ଲୀ: ବାୟୁରେ ବ୍ୟାପୁଛି କରୋନା। ଲାନସେଟ୍ ରିପୋର୍ଟରେ ଏହାକୁ ନେଇ ଦୃଢ ଦାବି କରାଯାଇଛି। ଏଥିପାଇଁ  N95 କିମ୍ବା KN95 ମାସ୍କ ବ୍ୟବହାର କରିବା ଉଚିତ୍ ବୋଲି ଡା ଫହିମ୍ ୟୁନୁସ୍ କହିଛନ୍ତି। ସେ କହିଛନ୍ତି କୋଭିଡ୍-୧୯ ଏକ ବାୟୁବାହୀ ରୋଗ। ଏଥିରୁ ବର୍ତ୍ତିବା ପାଇଁ ଆମକୁ କପଡା ମାସ୍କ ବଦଳରେ ଦୁଇଟି N95 କିମ୍ବା KN95 ମାସ୍କ ବ୍ୟବହାର କରିବାକୁ ପଡ଼ିବ ବୋଲି କହିଛନ୍ତି ସଂକ୍ରମଣ ରୋଗର ବିଶେଷଜ୍ଞ ଡା ଫହିମ ୟୁନୁସ୍‌।

“ପ୍ରତି ୨୪ ଘଣ୍ଟାରେ ଏହି ବିକଳ୍ପ ଜାରି ରଖିବା ପାଇଁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି। ଯଦି ସେଗୁଡିକ ନଷ୍ଟ ନହୁଏ ତେବେ ସପ୍ତାହେ ପର୍ଯ୍ୟନ୍ତ ପୁନଃ ବ୍ୟବହାର କରନ୍ତୁ ବୋଲି ଡା ଫହିମ ୟୁନୁସ କହିଛନ୍ତି।

Comments are closed.