Latest Odisha News

ଅଭିନେତା ରଣଧୀର କପୁର ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତା ରଣଧୀର କପୁର ଗୁରୁବାର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

“ଏହି ଭେଟେରାନ ଅଭିନେତା ଜଣକଙ୍କୁ ଗତକାଲି ରାତିରେ କୋଭିଡ ଚିକିତ୍ସା ପାଇଁ ମୁମ୍ବାଇର କୋକିଲାବେନ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର” ରହିଥିବା ନେଇ ଡାକ୍ତରଖାନାର ସିଇଓ ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ସନ୍ତୋଷ ଶେଟ୍ଟୀ କହିଛନ୍ତି।

 

Comments are closed.