Latest Odisha News

BREAKING NEWS

ରାଜ୍ୟରେ ବଢୁଛି ସଂକ୍ରମଣ: ୨୪ ଘଣ୍ଟାରେ ୧୭ ଶହ ପାର, ୪୫ ହଜାର ଟପିଲା ମୋଟ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଗମ୍ଭୀର ହେଉଛି କରୋନା ସ୍ଥିତି । ଚିନ୍ତା ବଢ଼ାଉଛି ସ୍ଥାନୀୟ ସଂକ୍ରମଣ । ରାଜ୍ୟରେ ଆଜି ମଧ୍ୟ ୧୫ ଶହ ପାର ହୋଇଛି କରୋନା ପଜିଟିଭଙ୍କ ସଂଖ୍ୟା । ଆଜି ଚିହ୍ନଟ ହୋଇଛନ୍ତି ୧୭୩୪ ଜଣ କରୋନା ପଜିଟିଭ।

BjdElectrycity

ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କ୍ବାରେଣ୍ଟାଇନ୍ କେନ୍ଦ୍ରରୁ ୧୦୭୫ ଜଣ

ଚିହ୍ନଟ ହୋଇଥିବାବେଳେ ୬୫୯ ଲୋକାଲ କେସ୍ ରହିଛି।

ଓଡିଶାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୫୯୨୭ ରେ ପହଞ୍ଚିଛି । ସେଥିମଧ୍ୟରେ ୧୫୩୬୫ ଟି ସକ୍ରିୟ ମାମଲା ରହିଛି । ଆଉ ୧୫୪୪ ନୂଆ ଆରୋଗ୍ୟଙ୍କ ସହ ମୋଟ୍ ୩୦୨୪୧ ରେ ପହଞ୍ଚିଛି ମୋଟ ସୁସ୍ଥ ସଂଖ୍ୟା।

କେଉଁ ଜିଲ୍ଲାରୁ କେତେ ଜାଣନ୍ତୁ…

Leave A Reply

Your email address will not be published.