ଅହମଦାବାଦ: ମହାରାଷ୍ଟ୍ରରେ ଚାଲିଥିବା ଉଦ୍ଧବ ସରକାର ଏବେ ସଙ୍କଟରେ । ରାଜ୍ୟସଭା ଏବଂ ଏମଏଲସି ନିର୍ବାଚନରେ ଜୋରଦାର କ୍ରସ ଭାେଟିଂ ପରେ ଆଜି ବୈଠକ ଡକାଇଥିଲେ ଉଦ୍ଧବ ଠାକରେ । ସେପଟେ ଶିବସେନାର 17 ବିଧାୟକ ଏବେ ଗୁଜରାଟର ସୁରାଟରେ ଯାଇ ପହଁଚିଛନ୍ତି । ଏପରି ଚର୍ଚା ହେଉଛି ମେଂଟ ସରକାର ଭାଙ୍ଗିଯାଇପାରେ । ସୁରଟରେ ବିଜେପି ନେତାଙ୍କ ସହ ଶିବସେନା ବିଧାୟକମାନେ ବୈଠକ କରିଥିବା ଆଶା କରାଯାଉଛି । ଏହି ବିଧାୟକମାନେ ଅସନ୍ତୁଷ୍ଟ ଥିବା କୁହାଯାଉଛି ।
BREAKING NEWS
- ମିଳିଲାନି ଡିଜେଲ, ୫ ହଜାରରୁ ଅଧିକ କୁକୁଡ଼ା ମୃତ
- ପ୍ରେମରେ ପଡିଛନ୍ତି କି ତିଳକ ବର୍ମା
- ଛାତ୍ରଛାତ୍ରୀଙ୍କ ପାଇଁ ପୁନଃ ମୂଲ୍ୟାୟନ ଫି’ ହ୍ରାସ କଲା CBSE
- ‘ଆମ ବସ’ ଚକା ଜାମ୍: ଦରମା ବୃଦ୍ଧି ଓ EPF ଦାବିରେ କର୍ମଚାରୀଙ୍କ ଆନ୍ଦୋଳନ, ହନ୍ତସନ୍ତ ଯାତ୍ରୀ
- ଆଇପିଏଲରେ କୋହଲିଙ୍କ ଆଉ ଏକ ଉପଲବ୍ଧି
- OCS Preliminary Exam:ଓସିଏସ୍ ପ୍ରିଲିମ୍ନାରୀ ପରୀକ୍ଷା ଏହି ଦିନ ହେବ..ଆସନ୍ତା ୩୦ ତାରିଖରୁ ଆଡମିଟ୍ କାର୍ଡ ପାଇବେ ପ୍ରାର୍ଥୀ
- ‘ମୁଁ ଏତେ ତଳକୁ ଖସି ଯାଇ ନାହିଁ…’ : ବିଜୟଙ୍କ ପ୍ରତି ଈର୍ଷା କରୁଥିବା ଗୁଜବକୁ ନେଇ ଅସନ୍ତୋଷ ଝାଡିଲେ ରଜନୀକାନ୍ତ
- ଇନ୍ଧନ ସଙ୍କଟ ମଧ୍ୟରେ ଦେଶ ପାଇଁ ଭଲ ଖବର: ହର୍ମୁଜ୍ ପାର ହୋଇ ଗୁଜୁରାଟ ପହଞ୍ଚିଲା ଭାରତୀୟ LPG ଟ୍ୟାଙ୍କର୍
- ରାଜ୍ୟରେ ୪୧° ଛୁଇଁଲା ତାପମାତ୍ରା; ଜାଣନ୍ତୁ କେଉଁଠି କେତେ…
- କଂଗ୍ରେସ କାର୍ଯ୍ୟାଳୟରେ ଚୋରି, ଲଭ୍ ୟୁ ନୋଟ୍ ଛାଡିଲା ଚୋର
Comments are closed.