Latest Odisha News

BREAKING NEWS

ରୋନାଲ୍ଡୋ କରୋନା ସଂକ୍ରମିତ

ଲିସବନ:ପର୍ତୁଗାଲର ମହାନ ଫୁଟବଲ ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ ରୋନାଲ୍ଡୋ ନିଜର କୋଭିଡ-୧୯ ଟେଷ୍ଟ କରାଇଥିଲେ । ମଙ୍ଗଳବାର ରିପୋର୍ଟରେ ସେ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଏବେ ସେ ୧୪ ଦିନ କ୍ୱାରେଂଟାଇନରେ ରହିବେ ।

BjdElectrycity

ଏଥିଯୋଗୁ ରୋନାଲ୍ଡୋ ନ୍ୟାସନାଲ ଲିଗରେ ହେବାକୁ ଥିବା ସ୍ୱିଡେନ ବିପକ୍ଷ ମ୍ୟାଚରେ ଖେଳିବେ ନାହିଁ କିମ୍ବା ରାଷ୍ଟ୍ରୀୟ ଟିମର ପ୍ରଶିକ୍ଷଣରେ ଯୋଗ ଦେବେନି । ରୋନାଲ୍ଡୋ ସୁସ୍ଥ ଅଛନ୍ତି ଏବଂ ଖୁବ୍ ଶୀଘ୍ର ପଡିଆନୁ ଫେରିବେ ବୋଲି ପର୍ତୁଗାଲ ଫୁଟବଲ ମହାସଂଘ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.