ଭୁବନେଶ୍ୱର : ପ୍ରାୟ ପ୍ରତ୍ୟେକଙ୍କ ରୋଷେଇଘରେ ଭୃଷଙ୍ଗ ପତ୍ର ଥାଏ । ଏହାର ବ୍ୟବହାର ଦ୍ୱାରା ଖାଦ୍ୟର ସ୍ୱାଦ ଦ୍ୱିଗୁଣିତ ହୋଇଯାଏ । ଖାଲି ସ୍ୱାଦ ନୁହେଁ, ଦେହ ପାଇଁ ମଧ୍ୟ ଏହା ଖୁବ୍ ଲାଭଦାୟକ । ଆସନ୍ତୁ ଜାଣିବା ଭୃଷଙ୍ଗ ପତ୍ରର କେତୋଟି ଉପକାରିତା :

– ଭୃଷଙ୍ଗ ପତ୍ର ଶରୀରକୁ ପ୍ରଚୁର ମାତ୍ରାରେ ଆଇରନ ଯୋଗାଇଥାଏ ।
– ଏଥିରେ ଫଲିକ ଏସିଡ ମଧ୍ୟ ରହିଥାଏ । ଯାହା ନୂଆ ରକ୍ତକୋଷ ତିଆରି କରିବାରେ ସାହାଯ୍ୟ କରିଥାଏ ।
– ତାସହ ଭୃଷଙ୍ଗ ପତ୍ରର ନିତ୍ୟ ସେବନ ଦ୍ୱାରାଏହା ଏନିମିଆଠାରୁ ମଧ୍ୟ ଦୂରରେ ରଖିଥାଏ ।
– ଆହୁରି ମଧ୍ୟ ଭୃଷଙ୍ଗ ପତ୍ରରେ ଫାଇବର ପ୍ରଚୁର ମାତ୍ରାରେ ରହିଥାଏ । ଯାହା ଖାଇବା ଦ୍ୱାରା ଆମ ଶରୀରରେ ବ୍ଲଡ ସୁଗାର ମଧ୍ୟ ନିୟନ୍ତ୍ରିତ ରହିଥାଏ ।
– ଭୃଷଙ୍ଗ ପତ୍ର ଶରୀରରେ କୋଲେଷ୍ଟେ୍ରାଲର ମାତ୍ରାକୁ ମଧ୍ୟ ସନ୍ତୁଳିତ ରଖେ ।
BREAKING NEWS
- ରକ୍ତରେ ଭିଜିଥିଲା କକପିଟ; ବଞ୍ଚାଇଲେ ଭାରତୀୟ ପାଇଲଟ୍, ପ୍ରଶଂସା କଲେ ବିଶ୍ୱ ନେତା
- ଟାଇମ୍ସ ହାୟର ଏଜୁକେସନ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ ୨୦୨୭; ଭାରତର ୪ର୍ଥ ସ୍ଥାନରେ କିଟ୍
- ପାର୍ବଣ ପୂର୍ବରୁ ମହଙ୍ଗା ମାଡ; କମର୍ସିଆଲ ସିଲିଣ୍ଡର ଦାମ୍ ୬୨ ଟଙ୍କା ବୃଦ୍ଧି
- ଗୁଆହାଟୀ ପିଚ୍ ଉପରେ ବର୍ଷିଲେ ଗୌତମ ଗମ୍ଭୀର: “ଏହା କ୍ରିକେଟ ନୁହେଁ, କେବଳ ବ୍ୟାଟିଂ”
- ଫ୍ଲାଏଦୁବାଇ ବିମାନ ଦୁର୍ଘଟଣା ଷଡ଼ଯନ୍ତ୍ର: ଭାରତୀୟ ପାଇଲଟଙ୍କ ସାହସିକତା ଯୋଗୁଁ ଟଳିଲା ବଡ଼ ବିପଦ
- Odisha CEO:ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ୍ ଗୋପାଳନ
- MEA issues advisory for Indians:ସେନାରେ ଯୋଗଦେବା ପାଇଁ ଋଷିଆ ଯିବାର ‘ବିପଜ୍ଜନକ ପଥ’ରୁ ଦୂରେଇ ରୁହନ୍ତୁ: ବୈଦେଶିକ ମନ୍ତ୍ରଣାଳୟ
- ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ନୂଆ ମୋଡ଼: ଗିରଫଦାରୀ ଭୟରେ ବିଦ୍ୟାଭାରତୀ, ସୁପ୍ରିମକୋର୍ଟରୁ ମିଳିଲାନି ଆଶ୍ୱସ୍ତି
- Modi, Trump talk on phone:ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଟ୍ରମ୍ପଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା; ଏହି ସମସ୍ତ ବିଷୟ ଉପରେ …
- ସିଏଜି ସ୍କାନରରେ ଓଡ଼ିଶାର ଡିଏମ୍ଏଫ୍ ପାଣ୍ଠି: ଖଣି ପ୍ରଭାବିତ ନଥିବା ଅଞ୍ଚଳରେ ଖର୍ଚ୍ଚ ହୋଇଛି ୯୮୩ କୋଟି ଟଙ୍କା

Comments are closed.