ଭୁବନେଶ୍ୱର: କଟକ ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ଅରିନ୍ଦମ ଡାକୁଆ ଓଡ଼ିଶା କ୍ୟାଡରର ୨୦୧୧ ବ୍ୟାଚ୍ ଆଇଏଏସ୍ ଅଫିସର। ସେହିପରି ଜଗତସିଂହପୁର ଜିଲ୍ଲାପାଳ ଅନୁପମ ଶାହାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି।
BREAKING NEWS
- Festive Season ପୂର୍ବରୁ ମହଙ୍ଗା ହୋଇପାରେ ପୂଜା ବଜାର
- ଆକାଶମାର୍ଗରୁ ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଆଜିଠୁ ୧୫ଦିନ ପିତୃପକ୍ଷ , ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ ଆରମ୍ଭ
- India’s Richest Actors: କମିଲା କିଙ୍ଗ୍ ଖାନଙ୍କ ସମ୍ପତ୍ତି, ତଥାପି ୧୦ କୋଟିର ମାଲିକ! ଜାଣନ୍ତୁ ଭାରତର ନମ୍ବର-୧ ଧନୀ ଅଭିନେତା କିଏ?
- ସାଉଥଆଫ୍ରିକାରେ ଫୁଟିଲା ଗୁଳି, ୨୭ ମୃତ, ୧୫ରୁ ଅଧିକ ଆହତ
- The Paradise: ୩ ଦିନରେ ୧୧୯ କୋଟି ପାର୍! ବକ୍ସ ଅଫିସ୍ରେ ଧମାଲ କରୁଛି ନାନୀଙ୍କ ‘ଦ ପାରାଡାଇଜ୍’
- ସୋସିଆଲ ମିଡିଆରେ ଦୁଷ୍କର୍ମ ଗୁଜବ, LPU କ୍ୟାମ୍ପସରେ ଭଙ୍ଗାରୁଜା, ରାଜପଥ ଅବରୋଧ
- ଭୁବନେଶ୍ୱରରୁ ବ୍ରହ୍ମପୁର; ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ୬ ସ୍ଥାନରେ ଭିଜିଲାନ୍ସ ରେଡ୍
- Mann Ki Baat: ‘ମନ କି ବାତ୍’ରେ ସର୍ଜିକାଲ୍ ଷ୍ଟ୍ରାଇକ୍କୁ ମନେ ପକାଇଲେ ପିଏମ୍ ମୋଦୀ, କହିଲେ, ‘ଆତଙ୍କବାଦକୁ ଭାରତ ବରଦାସ୍ତ କରେନାହିଁ’
- Party Switch: ୧୧୧ ସାଂସଦ-ବିଧାୟକ ବଦଳାଇଛନ୍ତି ଦଳ, ବିଜେପିରେ ୨୯ ଜଣ…ଜାଣନ୍ତୁ ସବୁଠୁ ବେଶୀ କେଉଁ ଦଳ ଛାଡିଛନ୍ତି ନେତା?

Comments are closed.