Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ

ତା୨୨-୦୭-୨୦୧୯ ସୋମବାର

ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର

[ମୋବାଇଲ ନମ୍ବର: ୯୪୩୭୨୨୫୪୩୪]

ଆଜି ଦିନର ମହତ୍ତ୍ୱ.

ଆଜି ହେଉଛି ୨୦୧୯ ମସିହା ଜୁଲାଇ ତା ୨୨ ରିଖ ସୋମବାର କର୍କଟ ୦୬ ଦିନ ଶ୍ରାବଣ ମାସ କୃଷ୍ଣ ପକ୍ଷ ପଞ୍ଚମୀ ତିଥି ପୂର୍ବଭାଦ୍ରପଦ ନକ୍ଷତ୍ର ମୀନ ଚନ୍ଦ୍ର
ଘାତ ବାର-: ମିଥୁନ ରାଶିର
ଘାତ ଚନ୍ଦ୍ର-: ଧନୁ ରାଶି ପୁରୁଷ ଓ ତୁଳା ରାଶି ମହିଳାଙ୍କର
ଆଜି: ବେଲ ଖାଇବା ନିଷେଧ

ମେଷ : ସାମାନ୍ୟ କଥା କୁ ନେଇ ପାରିବାରିକ ଅଶାନ୍ତି ଦେଖା ଦେଇପାରେ ।ଆୟ ଅପେକ୍ଷା ବ୍ୟୟ ଅଧିକ ହେବ ।ଦେହ ମନ ହଠାତ୍ ଅସୁସ୍ଥ ହୋଇପଡିବ।ମହିଳାମାନେ ଅପମାନିତ ସମାଲୋଚିତ ହେବେ ।

ବୃଷ : ଗ୍ରାହ୍ୟସ୍ଥ ଜୀବନ ସୁଖମୟ ହେବ ।ବହୁଦିନର ମନାନ୍ତର ମତାନ୍ତର ଦୂର ହୋଇଯିବ ।ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ ।କର୍ମ କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କର ବିଶ୍ବାସ ଭାଜନ ହେବେ ।ଛାତ୍ରଛାତ୍ରୀମାନେ ଅଧ୍ୟୟନରେ ଉନ୍ନତି ପରିଲକ୍ଷିତ ହେବ ।

ମିଥୁନ : ଆପଣଙ୍କୁ କର୍ମ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ ।ପାରିବାରିକ ଶାନ୍ତି ଫେରି ଆସିବ।ସଞ୍ଚିତ ଅର୍ଥ ବୃଦ୍ଧି ପାଇବ ।ମହିଳାମାନେ ଆମୋଦ ପ୍ରମୋଦରେ ଦିନଟି ଅତିବାହିତ କରିବେ ।ଶତୃମାନେ ପରାଜିତ ହେବେ ।

କର୍କଟ : ଦେହ ମନ ସୁସ୍ଥ ରହିବ । ପାରିବାରିକ ଜୀବନ ସୁଖମୟ ହେବ ।ବ୍ୟବସାୟରେ ପୂର୍ବ ଅପେକ୍ଷା ଆଯ୍ତ ବୃଦ୍ଧି ଘଟିବ ।ଛାତ୍ରଛାତ୍ରୀମାନେ ଖେଳକୁଦରେ ସମୟ କଟାଇବେ ।ଗୃହିଣୀମାନେ ଦିନଟିକୁ ହସ ଖୁସିରେ କାଟିବେ ।

ସିଂହ: ଦାମ୍ପତ୍ୟ ଜୀବନରେ ଭୁଲ ବୁଝାମଣା ଦେଖା ଦେବ ।ଆୟ ଅପେକ୍ଷା ବ୍ୟୟ ଅଧିକ ହେବ ।ବିଦ୍ୟାର୍ଥୀ ମାନେ ବିଦ୍ୟାରେ ସଫଳତା ପାଇବେ ନାହିଁ ।ପ୍ରେମିକ ପ୍ରେମିକା ମାନେ ସାବଧାନ ଅବଲମ୍ବନ କରନ୍ତୁ ।ଗୁପ୍ତ ଶତୃମାନେ ସକ୍ରୀୟ ହୋଇ ଉଠିବେ ।

କନ୍ୟା : ପିତା ମାତାଙ୍କ ସହିତ ଉତ୍ତମ ବୁଝାମଣା ରହିବ ।ଦାମ୍ପତ୍ୟ ଜୀବନ ସୁଖମୟ ହେବ ।ଶରୀର ସୁସ୍ଥ ଓ ମନ ନିର୍ମଳ ରହିବ। ବ୍ୟବସାୟୀମାନେ ଲାଭବାନ ହେବେ ।ମହିଳାମାନେ ପ୍ରତ୍ୟେକ ଦିଗରୁ ସମ୍ମାନିତହେବେ ।

ତୁଳା : ବହୁଦିନର ମନାନ୍ତର ମତାନ୍ତର ଦୂରେଇ ଯିବ ।ଘରକୁ ନୂତନ ଦ୍ରବ୍ୟ କ୍ରୟ କରିବେ। ମାନ ସମ୍ମାନ ପ୍ରତିଷ୍ଠା ଉଚ୍ଚ ପଦପଦବୀ ମିଳିବାର ସୁଯୋଗ ରହିଛି ।ଶତୃମାନେ ପରାଜିତ ହେବେ ।

ବିଛା : ପାରିବାରିକ ଶାନ୍ତି ଅତୁଟ ରହିବ ।ଦାମ୍ପତ୍ୟ ଜୀବନ ସୁଖମୟ ହେବ ।ପିତାମାତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଦେଖାଦେବ ।ଆର୍ଥିକ ଅବସ୍ଥା ସ୍ବଚ୍ଛଳ ହେବ ।ଗୃହିଣୀମାନଙ୍କର କାର‌୍ୟ୍ୟ ପରିବାରରେ ପ୍ରଶଂସନୀୟ ହେବ।ବିଦ୍ୟାର୍ଥୀ ବିଦ୍ୟାରେ ଖ୍ୟାତି ଅର୍ଜନ କରିବେ ।

 

ଧନୁ: ପାରିବାରିକ ସମସ୍ୟା ଆପଣଙ୍କୁ ବିଚଳିତ କରାଇବ ।ମାଲିମକଦମାରେ ଜଡିତ ହୋଇ ପାରନ୍ତି ।ଆୟ ଅପେକ୍ଷା ବ୍ୟୟ ଅଧିକ ହେବ ।ବ୍ୟବସାୟରେ ଆଶାନୁରୂପ ଲାଭ ମିଳିବ ନାହିଁ ।କେହି ଜଣେ ବ୍ୟକ୍ତି ଅସୁବିଧା କରିପାରେ ।

ମକର : ପ୍ରତେକଟି କାର‌୍ୟ୍ୟରେ ସିଦ୍ଧି ଲାଭ କରିବେ । ଉତ୍ତମ ଭୋଜନ ମିଳିବ ।ସଞ୍ଚିତ ଅର୍ଥ ବୃଦ୍ଧି ଘଟିବ ।ଦୂର ସ୍ଥାନକୁ ଯାତ୍ରା କରିବେ ଯାତ୍ରାରେ ସଫଳତା ମିଳିବ ।ମହିଳାମାନେ ଆଶା କରୁଥିବା ଦିଗରୁ ଲାଭବାନ ହେବେ ।

କୁମ୍ଭ: ଦାମ୍ପତ୍ୟ ଜୀବନ ସୁଖମୟ ହେବ ।ବନ୍ଧୁ ଦର୍ଶନର ସୁଯୋଗ ରହିଛି ।ବ୍ୟବସାୟୀମାନେ ବ୍ୟବସାୟରେ ଲାଭବାନ ହେବେ ।ଆଶା କରୁଥିବା ଦିଗରୁ ସଫଳତା ମିଳିବ ।ନିର୍ମାଣଧୀନ କାର‌୍ୟ୍ୟଟି ଶେଷ ପର‌୍ୟ୍ୟାୟରେ ପହଞ୍ଚିବ ।ଶତୃମାନଙ୍କର ଚକ୍ରାନ୍ତ ପଣ୍ଡ ହେବ ।

ମୀନ : ପ୍ରତ୍ୟେକ କାର‌୍ୟ୍ୟରେ ସିଦ୍ଧି ଲାଭ କରିବେ ।ଘରେ ବାହାରେ ଓ କର୍ମକ୍ଷେତ୍ରରେ ସମ୍ମାନିତ ହେବେ ।ଦୂର ଯାତ୍ରାର ଯୋଗ ରହିଛି ଯାତ୍ରାରେସଫଳତା ମିଳିବ ।ସ୍ଵାଦିଷ୍ଟ ଭୋଜନ ମିଳିବ ।ଦେହ ମନ ସୁସ୍ଥ ରହିବ ।

Leave A Reply

Your email address will not be published.