Latest Odisha News

BREAKING NEWS

୧୫ ଡ଼ିଗ୍ରୀ ତଳେ ରାଜ୍ୟର ୮ ସହର; ଦାରିଙ୍ଗବାଡି ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ୧୫ ଡିଗ୍ରୀ ତଳେ ରହିଛି ଓଡିଶାର ୮ ସହର। ୧୦ ଡ଼ିଗ୍ରୀ ସହ ଆଜି ବି ଦାରିଙ୍ଗବାଡି ଓଡିଶାର ସବୁଠୁ ଥଣ୍ଡା ସହର ରହିଛି।

ଫୁଲବାଣୀ ରେ ୧୧.୫ଡ଼ିଗ୍ରୀ, କୋରାପୁଟ ୧୨.୦ଡ଼ିଗ୍ରୀ, କେନ୍ଦୁଝର ୧୩.୦, ଭବାନୀପାଟଣା ଏବଂ ଝାରସୁଗୁଡା ରେ ୧୪.୨ଡ଼ିଗ୍ରୀ, ଟିଟଲାଗଡ ଏବଂ ସୋନପୁରରେ ୧୪.୮ ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି।

ଭୁବନେଶ୍ୱର ରେ ୧୭.୪ଡ଼ିଗ୍ରୀ ଏବଂ କଟକରେ ୧୭ ଡ଼ିଗ୍ରୀ ରେକର୍ଡ କରାଯାଇଥିବା ଜଣାପଡ଼ିଛି।

Comments are closed.