Latest Odisha News

BREAKING NEWS

ଅଗଷ୍ଟ ୧୯ରେ ପ୍ରକାଶ ପାଇବ +୨ ବାଣିଜ୍ୟ ରେଜଲ୍ଟ

ଭୁବନେଶ୍ୱର : ଆସନ୍ତା ଜୁନ୍ ୧୯ ତାରିଖରେ ଯୁକ୍ତ ୨ ବାଣିଜ୍ୟ ବିଷୟର ରେଜଲ୍ଟ ପ୍ରକାଶ ପାଇବ ବୋଲି ସୋମବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ପ୍ରଦାନ କରିଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ଯେ ସିଏଚଏସଇ କାର୍ଯ୍ୟାଳୟର କନଫରେନ୍ସ ହଲରେ ଦିନ ୧୧ଟା ୩୦ମି. ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ ରେଜଲ୍ଟ ପ୍ରକାଶ କରାଯିବ ।

ସେହିପରି ଅଗଷ୍ଟ ୩୧ ସୁଦ୍ଧା ଯୁକ୍ତ ଦୁଇ କଳା ବିଷୟର ଫଳାଫଳ ପ୍ରକାଶ ପାଇବ ବୋଲି ସେ ସୂଚନା ଦେଇଛନ୍ତ । ଗତ ଅଗଷ୍ଟ ୧୨ରେ ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ ବାହାରିଥିଲା ।

Leave A Reply

Your email address will not be published.