ଭୁବନେଶ୍ୱର: ଓଡ଼ିଆ ମହିଳା ହକି ଷ୍ଟାର ଦୀପ ଗ୍ରେସ୍ ଏକ୍କା । ଇଣ୍ଡିଆନ୍ ହକି ଟିମ୍ର ଭାଇସ୍ କ୍ୟାପଟେନ୍ ଭାବେ ନିଯୁକ୍ତ ହୋଇଛନ୍ତି ଦୀପ୍ । ଟୋକିଓ ଅଲିମ୍ପିକ୍ସ ପାଇଁ ଘୋଷିତ ୧୬ ଜଣିଆ ଭାରତୀୟ ମହିଳା ହକି ଦଳରେ ଜଣେ ଓଡ଼ିଆ ହେଉଛନ୍ତି ଦୀପ୍ । ସୁନ୍ଦରଗଡ଼ ଲୁଲକିଡି ନାଁରେ ଏକ ଛୋଟ ଗାଁରେ ଜନ୍ମ ହୋଇଥିଲେ ଦୀପ୍ । ପିଲାବେଳରୁ ଖେଳ ପ୍ରତି ଥିବା ତାଙ୍କର ଆଗ୍ରହ ଆଜି ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇପାରିଛି । ତେବେ ଦୀପ ଗ୍ରେସଙ୍କୁ ନେଇ ଆଉ କିଛି ଖବର ବି ଦେଖିବା..
BREAKING NEWS
- ‘ଓଡ଼ିଶାରେ ୨୮ଟି ଆକାଶବାଣୀ କେନ୍ଦ୍ର ଏବଂ ୨୪ ଘଣ୍ଟିଆ ଟିଭି ଚ୍ୟାନେଲ୍ ଡିଡି ଓଡ଼ିଆ କାର୍ଯ୍ୟ କରୁଛି’
- Menstrual leave:’ମହିଳାଙ୍କୁ କେହି ଚାକିରି ଦେବେ ନାହିଁ…’; ମାସିକ ଋତୁସ୍ରାବ ଛୁଟି ସମ୍ପର୍କିତ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ
- ଆଇପିଏଲ ୨୦୨୬ ସିଜନରୁ ଓହରିଲେ ହର୍ଷିତ ରାଣା
- ଆଇପିଏଲ ପାଇଁ ପିଏସଏଲ ଛାଡିଲେ ବ୍ଲେସିଙ୍ଗ ମୁଜାରବାନୀ
- ଜମି ଭାଗ ପାଇଁ ଡବଲ ମର୍ଡର; ନିଜ ବଡ଼ ଭାଇ ଓ ମା’ଙ୍କୁ ହତ୍ୟା…
- ‘ଗ୍ଲୋବାଲ ସମିଟ୍ ଅନ୍ ବ୍ଲୁ ଇକୋନୋମି ୨୦୨୬’ ଉଦଘାଟିତ; ନୀଳ ଅର୍ଥନୀତି କ୍ଷେତ୍ରରେ ସ୍ଥାୟୀ ଅଭିବୃଦ୍ଧି ପାଇଁ ଏକତ୍ରିତ…
- ଆଇସିସି ଟି୨୦ ବିଶ୍ୱକପ ୨୦୨୬: ୧୫୦୦ କୋଟିରୁ ଊର୍ଦ୍ଧ୍ୱ ଆୟ
- ପିଏମ୍ କିଷାନ ଉତ୍ସବ ଦିବସ; ଓଡିଶାର ୩୪ ଲକ୍ଷରୁ ଉର୍ଦ୍ଧ୍ୱ କୃଷକ ପାଇଲେ ୬୮୪ କୋଟି
- ଭୟାବହ ଯୁଦ୍ଧ ସ୍ଥିତି ପାଇଁ ‘ଇଫ୍ତାର ଓ ଇଦ୍ ମିଲନ’ ପାଳନ କରିବନି ବିଜେଡି…
- ଭୋଟର ତାଲିକାରୁ କଟିଲା ୬୩ ଲକ୍ଷ ନାଁ ଦୋହଲି ଯିବ କି ଦିଦିଙ୍କ ଆସନ !
Comments are closed.