Latest Odisha News

BREAKING NEWS

ପୁଣି ଏକାଠି ଆସୁଛନ୍ତି ବିଗ୍‌ ବି ଏବଂ ଦୀପିକା

ନୂଆଦିଲ୍ଲୀ: ଫିଲ୍ମ ‘ପିକୁ’ ପରେ ପୁଣି ଥରେ ଦୀପିକା ପାଦୁକୋନ ଏବଂ ଅମିତାଭ ବଚ୍ଚନଙ୍କୁ ଏକାଠି ଦେଖିବାକୁ ମିଳିବ। ହଲିଉଡ ଚଳଚ୍ଚିତ୍ର ‘ଦି ଇଣ୍ଟର୍ନ’ର ରିମେକ୍‌ରେ ଏହି ଦୁଇ ପ୍ରସିଦ୍ଧି ବଲିଉଡ୍‌ ତାରକା ନଜର ଆସିବେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ଅମିତ ରବିନ୍ଦ୍ରନାଥ ଶର୍ମା। ଏହି ଫିଲ୍ମର ନିର୍ମାତା ହେଉଛନ୍ତି ସୁନୀର ଖେତରପାଲ ଏବଂ ଦୀପିକା ପାଦୁକୋନ।

ଫିଲ୍ମକୁ ନେଇ ଦୀପିକା ଇନଷ୍ଟାଗ୍ରାମରେ ଏକ ପୋଷ୍ଟର ସେୟାର କରି ‌ଘୋଷଣା କରିଛନ୍ତି। ସେ ଲେଖିଛନ୍ତି, “ମୋର ଅନ୍ୟତମ ବିଶେଷ ସହ-ଷ୍ଟାରଙ୍କ ସହ ପୁନର୍ବାର ସହଯୋଗ କରିବା ଅତ୍ୟନ୍ତ ଗୌରବର ବିଷୟ!

Comments are closed.