Latest Odisha News

BREAKING NEWS

ମା ହେଲେ ଦୀପିକା ପାଦୁକୋନ

ମୁମ୍ବାଇ: ମା ହେଲେ ଦୀପିକା ପାଦୁକୋନ। ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ରଣବୀର ସିଂ ରବିବାର ଦିନ ଏକ ଶିଶୁ କନ୍ୟାକୁ ସ୍ୱାଗତ କରିଛନ୍ତି।

ତେବେ ଏହି ଦମ୍ପତି ଏପର୍ଯ୍ୟନ୍ତ ଅଫିସିଆଲ୍ ଭାବେ କିଛି ଘୋଷଣା କରିନାହାଁନ୍ତି। କିନ୍ତୁ ଦୁହେଁ ପିତାମାତା ହୋଇଥିବା ନେଇ ସୁତ୍ରରୁ ପ୍ରକାଶ।

ଏହାପୂର୍ବରୁ ଶନିବାର ଦିନ ଦୀପିକାଙ୍କୁ ମୁମ୍ବାଇର ଏଚ୍ ଏନ ରିଲାଏନ୍ସ ହସ୍ପିଟାଲରେ ଦେଖିବାକୁ ମିଳିଥିଲା। ସେହିପରି ଦୁହେଁ ଶୁକ୍ରବାର ଦିନ ସିଦ୍ଧିବିନାୟତ ମନ୍ଦିର ଯାଇ ଭଗବାନଙ୍କ ଆଶିଷ ନେଇଥିଲେ।

Comments are closed.