Latest Odisha News

BREAKING NEWS

Browsing Tag

deepika padukone

ବକ୍ସ ଅଫିସରେ ଧମାଲ କରୁଛି ଫାଇଟର, ଦ୍ୱିତୀୟ ଦିନରେ କରିଛି ଏତିକି କୋଟି ରୋଜଗାର

ମୁମ୍ବାଇ: ଜାନୁଆରୀ 25 ରେ ହାଇ ବଜେଟ ସିନେମା ଫାଇଟର ବଡ଼ ପରଦାରେ ରିଲିଜ ହୋଇଛି। ଦୁଇ ଦିନରେ ସିନେପ୍ରେମୀଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛି ଏହି ସିନେମା। ଗଣତନ୍ତ୍ର ଦିବସ ଏକ ଜାତୀୟ ଛୁଟିଦିନ ହେତୁ ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରିପାରିଛି। ଫଳରେ ଦୁଇ ଦିନ ମଧ୍ୟରେ ଭାରତରେ…

‘ପଠାନ’ ଫିଲ୍ମରେ ଦୀପିକାଙ୍କ ନାରଙ୍ଗୀ ବିକିନିକୁ ବିରୋଧ, ମନ୍ତ୍ରୀ କହିଲେ ରିଲିଜ୍ ହେବାକୁ ଦେବୁନି…

ମୁମ୍ବାଇ: ରିଲିଜ୍ ପୂର୍ବରୁ ବିରୋଧ । ଦୀପିକା ପାଦୁକୋନଙ୍କ ବିକିନିକୁ ନେଇ ତେଜୁଛି ବିବାଦ । ଶାହରୁଖଙ୍କ ପ୍ରତୀକ୍ଷିତ ପଠାନ ଫିଲ୍ମକୁ ପ୍ରଶଂସକ ଅପେକ୍ଷା କରିଥିବା ବେଳେ ଫିଲ୍ମ ବିବାଦ ଘେରକୁ ଆସିଛି । ପଠାନ ଚଳଚ୍ଚିତ୍ରର ପ୍ରଥମ ଗୀତ ରିଲିଜ୍ ହେବା ମାତ୍ରେ ବିବାଦ ଆରମ୍ଭ ହୋଇଛି । ଲୋକେ…

ଦୀପିକାଙ୍କ ମାନସିକ ରୋଗ ଏବଂ ଡିପ୍ରେସନକୁ ମିଛ କହୁଥିଲେ ଲୋକେ

ମୁମ୍ୱାଇ: ଅଭିନେତ୍ରୀ ଦୀପିକା ପାଦୁକୋନ ବଲିଉଡର ଜଣେ ପ୍ରମୁଖ ଅଭିନେତ୍ରୀ। ତାଙ୍କର ପ୍ରଶଂସକ କୋଟି କୋଟିରେ ଅଛନ୍ତି। ଚଳଚ୍ଚିତ୍ର ବ୍ୟତୀତ ଅଭିନେତ୍ରୀ ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ ରୁହନ୍ତି। ଦୀପିକା ହେଉଛନ୍ତି ଏକମାତ୍ର ବଲିଉଡ ଅଭିନେତ୍ରୀ ଯିଏ ମାନସିକ ସ୍ୱାସ୍ଥ୍ୟ ଏବଂ ଡିପ୍ରେସନ…

ଦୀପିକାଙ୍କଠାରୁ ଅଲଗା ହେଉନାହାଁନ୍ତି ରଣଭୀର ସିଂ, କହିଲେ ‘ମାଇ କୁଇନ’

ମୁମ୍ବାଇ: ଦୀପିକା ପାଦୁକୋନ ଏବଂ ରଣଭୀର ସିଂଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେବା ଖବର ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସିଛି। ନିକଟରେ ଉଭୟଙ୍କ ସମ୍ପର୍କ ଅଲଗା ହେବା ନେଇ ସୋସିଆଲ ମିଡିଆରେ ଖବର ଭାଇରାଲ ମଧ୍ୟ ହୋଇଥିଲା। ଯାହାକୁ ନେଇ ଫ୍ୟାନ୍ସ ଆଚମ୍ବିତ ହୋଇଥିଲେ। କିନ୍ତୁ ଏବେ ପୁଣିଥରେ…

ରଣବୀରଙ୍କ ପୋଷାକ ଫିଙ୍ଗିଦେଉଥିଲେ ଦୀପିକା

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଦୀପିକା ପାଦୁକୋନ୍ ପତି ରଣବୀର ସିଂଙ୍କ ପୋଷାକ ଫିଙ୍ଗିଦିଅନ୍ତି । ତାଙ୍କୁ ଯେଉଁ ପୋଷାକ ପସନ୍ଦ ଆସେନି, ଏଣୁ ତେଣୁ କହି ଫିଙ୍ଗିଦିଅନ୍ତି । ହେଲେ ଏବେ ଆଉ ଏମିତି କରୁନାହାନ୍ତି । ନୂଆନୂଆ ହେଉଥିଲା । ବିବାହ ପରେ ରଣବୀର-ଦୀପିକା ଯେବେଠୁ ଏକାଠି ରହୁଥିଲେ ।…

ହଲିଉଡ୍‌ ଫିଲ୍ମ ନିର୍ମାଣ କରିବେ ଦୀପିକା!

ମୁମ୍ବାଇ: ପୁଣି ହଲିଉଡ୍‌ ଫେରିବେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍। ସେ ତାଙ୍କ ଆଗାମୀ ରୋମାଣ୍ଟିକ୍ କମେଡିରେ ଅଭିନୟ ପାଇଁ ପ୍ରସ୍ତୁତ ହେଉଛନ୍ତି। ‌ଦୀପିକା ଏଥିରେ ଅଭିନୟ କରିବା ସହ ସହ ନିର୍ମାତା ମଧ୍ୟ ହୋଇଛନ୍ତି। ଏଥିପାଇଁ ସେ ଏସ୍‌ଟିଏକ୍ସ ଫିଲ୍ମସ୍‌ ଏବଂ ଟେମ୍ପଲ ହିଲ୍‌ ସହିତ…

ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଉପରେ ଟିପ୍‌ସ ଦେବେ ଦୀପିକା

ମୁମ୍ବାଇ: ମାନସିକ ସ୍ବାସ୍ଥ୍ୟ ସମସ୍ୟା ସହ ସଂଗ୍ରାମ ବିଷୟରେ ଦୀପିକା ପାଦୁକୋନ୍ ସର୍ବଦା ସ୍ୱର ଉତ୍ତୋଳନ କରିଆସୁଛନ୍ତି। ଅନେକ ଲୋକଙ୍କୁ ସେ ମାନସିକ ସ୍ବାସ୍ଥ୍ୟ ଉପରେ କାର୍ଯ୍ୟ କରିବାକୁ ପ୍ରେରଣା ମଧ୍ୟ ଦେଇଛନ୍ତି। ତେବେ ସେ ଏନେଇ ଏକ ନୂଆ ଅଭିଯାନ ଆରମ୍ଭ କରିଛନ୍ତି। ଏହାକୁ ନେଇ ସେ ଏକ…

ଧୁମ୍‌-୪ରେ ଲେଡି ଭିଲେନ୍

ମୁମ୍ବାଇ: ବଲିଉଡର ପପୁଲାର ଫ୍ରାଂଚାଇଜି ଧୁମ୍ ନିଜର ଚତୁର୍ଥ ପାର୍ଟ ପାଇଁ ଯୋଜନା ଚଳାଇଛି । ପୂର୍ବରୁ ଏହି ଫିଲ୍ମର ତିନୋଟି ପାର୍ଟରେ ମେଲ୍ ଭିଲେନ୍ ଥିଲାବେଳେ ଆଗକୁ କିନ୍ତୁ ବ୍ୟତିକ୍ରମ ଦେଖାଯିବ । କାହିଁକି ନା ଧୁମ୍‌-୪ରେ ଦର୍ଶକଙ୍କ ସାମ୍ନାକୁ ଆସିବେ ଜଣେ ଫିମେଲ୍ ଭିଲେନ୍ । ଖବର ଆସିଛି…

ମେଗା ବଜେଟ୍ ଫିଲ୍ମରେ ପ୍ରଭାସ୍ ଓ ଅମିତାଭ ବଚ୍ଚନ !

ତେଲେଙ୍ଗାନା: ଗୋଟିଏ ଫିଲ୍ମ ସାଉଥ୍ ସୁପରଷ୍ଟାର ପ୍ରଭାସ୍ ଓ ବଲିଉଡ ଲିଜେଣ୍ଡ ଅମିତାଭ ବଚ୍ଚନ । ଏପରି ସ୍ଥିତିରେ ବଜେଟ୍ ତ ନିହାତି ଆକାଶଛୁଆଁ ରହିବ । ଦୁଇ ଅଭିନେତା ଏକାଠି ଅଭିନୟ କରିବେ । ଆଉ ଏଥିରେ ତାଙ୍କୁ ସାଥ୍ ଦେବେ ବଲିଉଡର ଜଣେ ପପୁଲାର ଅଭିନେତ୍ରୀ । ମେଗା ବଜେଟ୍ ମୁଭିରେ ଅମିତାଭ…

ଦୀପିକା ପାଦୁକୋନଙ୍କୁ ଜେରା କରିଥିବା NCB ଅଫିସର କରୋନା ସଂକ୍ରମିତ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଡ୍ରଗ୍ସ ଲିଙ୍କର ଖୋଳତାଡ କରୁଥିବା ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଡେପୁଟୀ ଡାଇରେକ୍ଟରଙ୍କୁ କରୋନା । ଏନସିବି ଡେପୁଟୀ ଡାଇରେକ୍ଟର କେ.ପି.ଏସ୍ ମାଲହୋତ୍ରା କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସବୁଠୁ ବଡ଼ କଥା ହେଲେ ସେ ଡ୍ରଗ୍ସ ଚାଟ୍…