ନୂଆଦିଲ୍ଲୀ: ଦିଲ୍ଲୀ-ନୋଏଡା ସୀମାରେ ଅନିୟମିତ କରୋନା ପରୀକ୍ଷଣ ପୁଣି ଥରେ ଆରମ୍ଭ ହୋଇଛି। ଡିଏନ୍ଡି ଏବଂ ଚିଲା ଅଞ୍ଚଳର ପରିଦର୍ଶକମାନଙ୍କର କରୋନା ପରୀକ୍ଷା କରାଯାଉଛି। ଏଥିପାଇଁ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଦଳ ନିୟୋଜିତ ହୋଇଛନ୍ତି। ପିପିଏ କିଟ୍ ପିନ୍ଧିଥିବା ସ୍ୱାସ୍ଥ୍ୟ କର୍ମୀମାନେ ଆସୁଥିବା ଏବଂ ଯାଉଥିବା ଲୋକଙ୍କୁ ପରୀକ୍ଷା କରୁଛନ୍ତି। କିଛି ଲୋକ ନିଜେ ମଧ୍ୟ କରୋନା ପରୀକ୍ଷା କରାଇନେଉଛନ୍ତି। ଦିଲ୍ଲୀରେ ପୁଣିଥରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ନୂତନ ଆକଳନ ଅନୁଯାୟୀ, ୨୪ ଘଣ୍ଟା ମଧ୍ୟରେ ରାଜଧାନୀରେ ୬୩୯୬ଟି ନୂଆ ମାମଲା ରୁଜୁ ହୋଇଥିବାବେଳେ ୯୯ ଜଣ ପ୍ରାଣ ହରାଇଛନ୍ତି। ନୂତନ ମାମଲା ସହିତ ମୋଟ ସକ୍ରିୟ ମାମଲା ୪୨ ହଜାରରେ ପହଞ୍ଚିଛି। ରାଜଧାନୀରେ କରୋନା ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ୟୁପିର ନୋଏଡାଠାରେ ମଧ୍ୟ ସତର୍କତା ଅବଲମ୍ବନ କରାଯାଉଛି।
BREAKING NEWS
- ଆପଣ ହମାସ ସମର୍ଥକମାନଙ୍କ ସହ ସରକାର ଗଠନ କରିପାରିବେ ନାହିଁ: ନେତ୍ୟାନ୍ୟାହୁ
- ୫ ଦଫା ଦାବି ନେଇ ପ୍ରତି ଜିଲ୍ଲାରେ ଆନ୍ଦୋଳନ କରିବ ଛାତ୍ର କଂଗ୍ରେସ
- ଗ୍ରାମୀଣ ଶିକ୍ଷା କ୍ଷେତ୍ରରେ ନୂତନ ଅଧ୍ୟାୟ: JSW ଉତ୍କଳ ଷ୍ଟିଲ୍ ଓ JSW ଫାଉଣ୍ଡେସନ୍ ପକ୍ଷରୁ ମାଗଣା କୋଚିଂ କାର୍ଯ୍ୟକ୍ରମ ଆରମ୍ଭ
- ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ୫ ପର୍ଯ୍ୟଟକ, ୨ ମୃତ
- ସ୍କୁଟିକୁ ଧକ୍କା ଦେଲା ଆମ୍ ବସ୍, ୩ ମହିଳା ଗୁରୁତର
- ସୟେଦ ମୁସ୍ତାକ୍ ଅଲି ଟି୨୦: ସୂର୍ୟ୍ୟକୁମାର ଯାଦବ ହେଲେ ମୁମ୍ବାଇର ଅଧିନାୟକ
- ରାଜ୍ୟରେ ଅପରାଧକୁ ନେଇ ଚାଞ୍ଚଲ୍ୟ: ଅନଡ୍ୟୁଟି ଲେଡି ଆଇପିଏସଙ୍କୁ ଦୁର୍ବ୍ୟବହାର
- ଏଗ୍ରିଷ୍ଟେକ୍ ଆଇଡି ନଥିଲେ ବି ଉଠିବ ଧାନ!
- ପି.ଟି. ଉଷାଙ୍କୁ ବଡ଼ ଝଟକା; ଆଇଓଏ ଏସଓଏମ ନିର୍ବାଚନରେ ହାରିଲେ, ସଙ୍କଟରେ ଅଧ୍ୟକ୍ଷ ପଦ
- କ୍ରେଗ୍ ଏର୍ଭିନ୍ଙ୍କ ଐତିହାସିକ ଦ୍ୱିଶତକ: ୧୦୦ ବର୍ଷ ପରେ ଟେଷ୍ଟ କ୍ରିକେଟ୍ରେ ରଚିଲେ ଇତିହାସ
Comments are closed.