Latest Odisha News

BREAKING NEWS

Browsing Tag

Corona Test

ହୋଲି ଛୁଟିରେ ବିହାର ଆସୁଥିବା ଲୋକଙ୍କର ଷ୍ଟେସନ ଓ ବିମାନବନ୍ଦରରେ ହେବ କରୋନା ଯାଞ୍ଚ

ପାଟନା: ବୃଦ୍ଧି ପାଉଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ବିହାର ସରକାର ଆଲର୍ଟ ହୋଇଯାଇଛନ୍ତି । ସଂକ୍ରମିତଙ୍କୁ ଚିହ୍ନଟ କରିବାକୁ ସବୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ମାସ୍କ ବ୍ୟବହାର କରିବା ଓ ସାମାଜିକ ଦୂରତା ପାଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ହୋଲି ଛୁଟିରେ…

ବଜେଟ୍ ଅଧିବେଶନ ପୂର୍ବରୁ ଆଜିଠୁ ସାଂସଦ ଓ ସଂସଦ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ଜାନୁଆରୀ ୨୯ ତାରିଖରୁ ଆରମ୍ଭ ହେବ । ବଜେଟ ଅଧିବେଶନ ପୂର୍ବରୁ ଆଜିଠୁ ସମସ୍ତ ସାଂସଦ, ସଂସଦ କର୍ମଚାରୀଙ୍କ କରୋନା ଟେଷ୍ଟ କରାଯିବ । କୋଭିଡ୍ ଟେଷ୍ଟ ଆଜି ଓ ଆସନ୍ତାକାଲି ୨ ଦିନ ଧରି କରାଯିବ । ସାଂସଦ ଚାହିଁଲେ ବାହାରେ ବି କରୋନା ପରୀକ୍ଷା କରାଇ ପାରିବେ ।…

ଦିଲ୍ଲୀ: ଗୋଟିଏ ଦିନରେ ସର୍ବାଧିକ ୯୦ ହଜାର କରୋନା ପରୀକ୍ଷା ରେକର୍ଡ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ପରୀକ୍ଷଣ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଗୋଟିଏ ଦିନରେ ସର୍ବାଧିକ ୯୦,୩୫୪ ପରୀକ୍ଷା କରାଯାଇଥିଲା ଏବଂ ସଂକ୍ରମଣ ହାର ମଧ୍ୟ ଯଥେଷ୍ଟ କମ୍ ଥିବା ଜଣାପଡିଛି। ଏହା ସହ ଗୋଟିଏ ଦିନରେ କରୋନାର ୧୩୬୩ ଟି ନୂଆ ମାମଲା ପ୍ରକାଶ ପାଇଛି। ତଥ୍ୟ ଅନୁଯାୟୀ,…

ଦିଲ୍ଲୀ-ନୋଏଡା ସୀମାରେ ପୁଣି ଥରେ ଆରମ୍ଭ ହୋଇଛି କରୋନା ପରୀକ୍ଷଣ

ନୂଆଦିଲ୍ଲୀ: ଦିଲ୍ଲୀ-ନୋଏଡା ସୀମାରେ ଅନିୟମିତ କରୋନା ପରୀକ୍ଷଣ ପୁଣି ଥରେ ଆରମ୍ଭ ହୋଇଛି। ଡିଏନ୍‌ଡି ଏବଂ ଚିଲା ଅଞ୍ଚଳର ପରିଦର୍ଶକମାନଙ୍କର କରୋନା ପରୀକ୍ଷା କରାଯାଉଛି। ଏଥିପାଇଁ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଦଳ ନିୟୋଜିତ ହୋଇଛନ୍ତି। ପିପିଏ କିଟ୍ ପିନ୍ଧିଥିବା ସ୍ୱାସ୍ଥ୍ୟ କର୍ମୀମାନେ…

ଭାରତରେ କୋଭିଡ-୧୯ ମୃତ୍ୟୁ ସଂଖ୍ୟା ଅନ୍ୟ ଦେଶ ତୁଳନାରେ କମ୍: ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ସମାନ ପ୍ରଭାବିତ ଦେଶ ତୁଳନାରେ ଭାରତରେ କୋଭିଡ କାରଣରୁ ପ୍ରତି ମିଲିୟନ୍ ଜନସଂଖ୍ୟାରେ ମୃତ୍ୟୁ ସଂଖ୍ୟା କମ୍ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ରବିବାର ରାଜ୍ୟସଭାକୁ କହିଛନ୍ତି। କୌଣସି ପ୍ରତିଷ୍ଠିତ ଫାର୍ମାସ୍ୟୁଟିକାଲ୍ ହସ୍ତକ୍ଷେପ ନାହିଁ ଯାହା ସଂକ୍ରମଣର…

ଓଡ଼ିଶାର ଦୁଇ ଆଦିମ ଜନଜାତିଙ୍କୁ ଛୁଇଁଲା କରୋନା: ରିପୋର୍ଟ ମାଗିଲା ଏନସିଏସଟି

ନୂଆଦିଲ୍ଲୀ: ଦୁଇ ଆଦିମ ଜନଜାତିର ୬ଜଣ ସଦସ୍ୟ କରୋନା ପଜିଟିଭ୍ ହେଲା ପରେ ଅନୁସୂଚିତ ଜନଜାତି ଜାତୀୟ ଆୟୋଗ (NCST) ଏକ ସତ୍ୟପାଠ ରିପୋର୍ଟ ଏବଂ ସେପ୍ଟେମ୍ବର ୨୫ ସୁଦ୍ଧା ରାଜ୍ୟ ସରକାରଙ୍କ ତରଫରୁ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଛି। ଗଣମାଧ୍ୟମର ରିପୋର୍ଟକୁ ଦର୍ଶାଇ ପିଟିଆଇ…

ଦିଲ୍ଲୀରେ ଆରମ୍ଭ ହେଲା ଭାରତର ପ୍ରଥମ ବିମାନବନ୍ଦର କରୋନାଭାଇରସ୍ ପରୀକ୍ଷା ସୁବିଧା

ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଭାରତର ପ୍ରଥମ କରୋନାଭାଇରସ୍ ବିମାନବନ୍ଦର ପରୀକ୍ଷା ସୁବିଧା ଶୁକ୍ରବାର ଦିନ ଆରମ୍ଭ କରାଯାଇଛି। ବିମାନ ବନ୍ଦରର ଟର୍ମିନାଲ୍-୩ ରେ ଏହି ସୁବିଧା ଉପଲବ୍ଧ ହେବ । ଏହା ସହରକୁ ପ୍ରବେଶ କରୁଥିବା ସମସ୍ତ ଘରୋଇ ସଂଯୋଗ ବିମାନ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କରୋନା ପରୀକ୍ଷା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର ଦିନ କରୋନା ପରୀକ୍ଷା କରିଛନ୍ତି । ପ୍ରାୟ ଦୁଇଦିନ ପୂର୍ବରୁ ସେ ଗଳାରେ କଷ୍ଟ ଅନୁଭବ କରୁଥିବା ବେଳେ ଜ୍ୱରରେ ମଧ୍ୟ ପୀଡ଼ିତ ଥିଲେ । ଅଧିକ ପଢନ୍ତୁ: ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ତାଙ୍କ ମାଆ କରୋନା…