Latest Odisha News

BREAKING NEWS

ପୋଲିଙ୍ଗ ବୁଥ୍‌ରେ ଦିଆଯିବ କରୋନା ଟିକା

ନୂଆଦିଲ୍ଲୀ: ଏଣିକି ପୋଲିଙ୍ଗ୍‌ ବୁଥ୍‌ରେ ବି ଲୋକଙ୍କୁ ଦିଆଯିବ କରୋନା ଟିକା। ମତଦାନ ବୁଥ୍‌ରେ ହେବ ଟିକାକରଣ କେନ୍ଦ୍ର। ଏ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ‘ଜାହାଁ ଭୋଟ୍, ୱାହାଁ ଟିକାକରଣ’ ଅଭିଯାନ ଆରମ୍ଭ କରିଛନ୍ତି।

ଏଥିପାଇଁ ବୁଥ୍ ସ୍ତରୀୟ ଅଧିକାରୀ (BLO) ଘରକୁ ଘର ବୁଲି ୪୫ ବ‌ର୍ଷରୁ ଅଧିକ ବୟସ୍କଙ୍କ ଲାଗି ସ୍ଲଟ୍ ବୁକ୍ କରିବେ।

ସେ କହିଛନ୍ତି ଯେ ଆମେ ଲକ୍ଷ୍ୟ କରିଛୁ ଯେ ୪୫ ବ‌ର୍ଷରୁ ଅଧିକ ବୟସ୍କର ଲୋକମାନେ ଦିଲ୍ଲୀ ସରକାରଙ୍କ ଦ୍ୱାରା କରାଯାଇଥିବା ଟିକାକରଣ କେନ୍ଦ୍ରକୁ ଆସୁନାହାଁନ୍ତି ଏବଂ ଟିକା ନେଉନାହାନ୍ତି।

Leave A Reply

Your email address will not be published.