Latest Odisha News

BREAKING NEWS

ଟିକା ନେଇନଥିବା ଲୋକଙ୍କ ମଧ୍ୟରେ ଦ୍ରୁତ ଗତିରେ ବ୍ୟାପୁଛି ଡେଲ୍‌ଟା ଭାରିଆଣ୍ଟ; ‘ହୁ’

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ ଏପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ସମସ୍ତ ପ୍ରକାର ଭାରିଆଣ୍ଟ ମଧ୍ୟରେ ଡେଲଟା ଭାରିଆଣ୍ଟ ଅଧିକ ସଂକ୍ରାମକ। ଏହା ଟିକା ନେଇନଥିବା ଲୋକଙ୍କ ମଧ୍ୟରେ ଦ୍ରୁତ ଗତିରେ ବ୍ୟାପିଛି।

ଭାରତରେ ସର୍ବପ୍ରଥମେ ଚିହ୍ନଟ ହୋଇଥିବା ଏହି ଡେଲ୍‌ଟା ଭାରିଆଣ୍ଟ ଅତି କମରେ ୮୫ ଟି ଦେଶରେ ଚିହ୍ନଟ ହୋଇଛି। ଏ ନେଇ ସର୍ବୋଚ୍ଚ ବିଶ୍ୱ ଜନସ୍ୱାସ୍ଥ୍ୟ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.