ଭୁବନେଶ୍ବର: ଆଜିଠୁ ଲଣ୍ଡନ ଗସ୍ତରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ୭ ଦିନିଆ ପାଇଁ ଉପମୁଖ୍ୟମନ୍ତ୍ରୀ ଲଣ୍ଡନ ଗସ୍ତ କରୁଛନ୍ତି । ଓଡ଼ିଶା ପର୍ଯ୍ୟଟନ, ପ୍ରବାସୀ ଏବଂ ଶିଳ୍ପପତିଙ୍କ ସହ ସମ୍ପର୍କକୁ ମଜଭୁତ କରିବା ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସେ ବିଦେଶୀ ମାଟିରେ ଓଡି଼ଶା ପର୍ଯ୍ୟଟନ ବିକାଶ ଉପରେ ଆଲୋଚନା କରିବେ । ଯାହା ଫଳରେ ଓଡିଶା ପର୍ଯ୍ୟଟନ ବିକାଶ ଆହୁରି ଆଗକୁ ବଢିବା ସହ ପର୍ଯ୍ୟଟନ ପ୍ରତି ବିଦେଶୀ ପର୍ଯ୍ୟଟମାନେ ଆକୃଷ୍ଟ ହେବେ। ପର୍ଯ୍ୟଟନ ଶିଳ୍ପର ବିକାଶ ମଧ୍ୟ ଘଟିବ ।
Comments are closed.