Latest Odisha News

BREAKING NEWS

ଜଙ୍ଗଲରେ ନିଆଁ: ହୁତୁହୁତୁ ହୋଇ ଜଳୁଛି ଦେଉଳିଆ ବାଘରାଖୋଲ ଜଙ୍ଗଲ 

ବାଙ୍କୀ: ଚନ୍ଦକା ଅଭୟାରଣ୍ୟ ପାଖ ଜଙ୍ଗଲରେ ନିଆଁ । ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ପାଖରେ ଥିବା ଦେଉଳିଆ ବାଘରାଖୋଲ ଜଙ୍ଗଲ ଜଳୁଥିବା ସୂଚନା ମିଳିଛି । ତେବେ ଏଯାଏ ଘଟଣାସ୍ଥଳରେ ଅଗ୍ନିଶମବାହିନୀ କି ବନ ବିଭାଗ ପହଞ୍ଚି ନଥିବା ସୂଚନା ମିଳିଛି । ନିଆଁ ଆୟତ୍ତ ନହେଲେ ଅଭୟାରଣ୍ୟକୁ ବ୍ୟାପିବା ଆଶଙ୍କା ମଧ୍ୟ ରହିଛି । ବନ ବିଭାଗ ଓ ଅଗ୍ନିଶମ ବାହିନୀର ଅବହେଳା ନେଇ ପ୍ରଶ୍ନବାଚୀ ସୂୃଷ୍ଟି ହୋଇଛି । 

Leave A Reply

Your email address will not be published.