ଭୁବନେଶ୍ବର : ଦିନିକିଆ ନୂଆପଡ଼ା ଗସ୍ତରେ ଯିବେ ଡିଜିପି ସୁନୀଲ ବଂଶଲ । ନୂଆ ଦାୟିତ୍ବ ନେବା ପରେ ପ୍ରଥମ ଥର ପାଇଁ ନୂଆପଡ଼ା ଗସ୍ତରେ ଯାଉଛନ୍ତି ଡିଜିପି ସୁନୀଲ ବଂଶଲ । ଗସ୍ତ ଅବସରରେ ମାଓ ମୁକାବିଲା ନେଇ ସମୀକ୍ଷା କରିବେ । ଏହାସହ ପଞ୍ଚାୟତ ନିର୍ବାଚନରେ ଆଇନ ଶୃଙ୍ଖଳା ସ୍ଥିତି ନେଇ ମଧ୍ୟ ସମୀକ୍ଷା କରିବେ ଡିଜିପି ସୁନୀଲ ବଂଶଲ । କିପରି ସୁରୁଖୁରୁରେ ପଞ୍ଚାୟତ ନିର୍ବାଚନକୁ ସମ୍ପାଦନ କରାଯିବ, ସେନେଇ ଆଲୋଚନା କରିବେ । ଗସ୍ତ ଅବସରରେ ବରିଷ୍ଠ ଅଧିକାରୀଙ୍କ ସହ ଆଇନୃଙ୍ଖଳା ବାବଦରେ ଆଲୋଚନା କରିବେ ଡିଜିପି । ଏହା ସହ ବିଭାଗୀୟ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ ।
BREAKING NEWS
- ଘାଟିରେ ଓଲଟିଲା ଟ୍ରକ:୨ ମୃତ
- ଆଜି ବି ମନେ ପଡେ ସେଦିନର ସେ କାଳରାତ୍ରୀ, କରମଣ୍ଡଳ ଟ୍ରାଜେଡିକୁ ପୁରିଲା ବର୍ଷେ
- ଏକଜିଟ୍ ପୋଲର ଆକଳନରେ କେଉଁ ଆଧାରରେ ମୋଦୀ ମାରିବେ ହ୍ୟାଟ୍ରିକ ବିଜୟ?
- ଚମକାଇଲା ଇଣ୍ଡିଆ ଟୁଡେ-ଆକ୍ସିସ୍ ମାଇ ଇଣ୍ଡିଆର ଏକଜିଟ୍ ପୋଲ, କହିଲା ବିଜେଡି ଜିତିପାରେ ୨ଟି ଲୋକସଭା ଆସନ
- କେଉଁଠି ହିଂସା, କେଉଁଠି ଶାନ୍ତି, ସବୁଠୁ ବେଶୀ ଇଭିଏମ ତ୍ରୁଟି; ଏହାରି ଭିତରେ ସରିଲା ୨୪ ନିର୍ବାଚନ
- ୨୦୧୨ ଟି ୨୦ ବିଶ୍ୱକପ: ବାଜି ମାରିଲା ୱେଷ୍ଟଇଣ୍ଡିଜ
- ଏକଜିଟ୍ ପୋଲ୍: ପଶ୍ଚିମବଙ୍ଗରେ ଏଥର କିଏ କରିବ ଖେଲା, ନିଦ ହଜିବ ଟିଏମସିର?
- ଏକଜିଟ୍ ପୋଲ: ଧାରା ୩୭୦ ଉଚ୍ଛେଦ ପରେ ବିଜେପିକୁ ଜମ୍ମୁ କଶ୍ମୀରରେ ଲାଭ ନା କ୍ଷତି?
- ସରିଲା ନିର୍ବାଚନ; ଇଭିଏମରେ ସିଲ୍ ହେଲା ମୋଟ ୬୩.୧୮ ପ୍ରତିଶତ ଭୋଟ
- ଏକଜିଟ୍ ପୋଲ୍: ହରିଆଣାରେ କମିବ ବିଜେପିର ପ୍ରଭାବ!
Comments are closed, but trackbacks and pingbacks are open.