Latest Odisha News

BREAKING NEWS

‘ଧମାକା’ର ଟ୍ରେଲର୍‌ ରିଲିଜ

ନୂଆଦିଲ୍ଲୀ: କାର୍ତ୍ତିକ ଆର୍ଯ୍ୟନଙ୍କ ଚଳଚ୍ଚିତ୍ର ‘ଧମାକା’ର ଟ୍ରେଲର ରିଲିଜ ହୋଇଛି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରାମ ମାଧବନୀ। ଏହି ଚଳଚ୍ଚିତ୍ରଟି ନଭେମ୍ବର ୧୯ ଅର୍ଥାତ୍‌ ଆଜି ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ।

ଏହି ଚଳଚ୍ଚିତ୍ରରେ କାର୍ତ୍ତିକଙ୍କ ସମେତ ମୃଣାଳ ଠାକୁର, ଅମୃତା ସୁଭାଷ, ବିକାଶ କୁମାର ଏବଂ ବିଶ୍ୱଜିତ ପ୍ରଧାନ ମଧ୍ୟ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରରେ ମୃଣାଳ ଠାକୁରଙ୍କୁ ଏକ ବିଶେଷ ରୂପରେ ଦେଖିବାକୁ ମିଳିବ। ‘ଧମାକା’ରେ କାର୍ତ୍ତିକ ପ୍ରାଇମ ଟାଇମ୍ ନ୍ୟୁଜ୍ ଆଙ୍କର ଭୂମିକାରେ ଅଭିନୟ କରିଛନ୍ତି।

Comments are closed.