Latest Odisha News

BREAKING NEWS

ଧାୱନ ଧମାକା, ଦିଲ୍ଲୀ ୧୮୯/୩

ଆବୁଧାବି: ଚଳିତ ଆଇପିଏଲରେ ରବିବାର ଖେଳାଯାଉଥିବା ଦ୍ୱିତୀୟ ପ୍ଲେ ଅଫ ମୁକାବିଲାରେ ଶିଖର ଧାୱନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ୧୯୦ ରନର ବିଜୟ ଲକ୍ଷ୍ୟ ସନରାଇଜର୍ସ ହାଇଦ୍ରାବାଦ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୨୦ ଓଭରରେ ୩ ଉଇକେଟ ହରାଇ ୧୮୯ ରନ କରିଥିଲା । ଧାୱନ ୫୦ ବଲରେ ୬ ଚୌକା ଓ ୨ ଛକା ବଳରେ ୭୮ ରନର ଇନିଂସ ଖେଳିଥିଲେ ।

ମାର୍କସ ଷ୍ଟୋଇନିସ ୩୮ ଓ ସିମ୍ରନ ହେଟମେୟର ୪୨ (ନଟଆଉଟ) ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ । ସନ୍ଦୀପ ଶର୍ମା, ରଶିଦ ଖାଁ ଓ ଜାସନ ହୋଲ୍ଡର ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ ।

Leave A Reply

Your email address will not be published.