Latest Odisha News

BREAKING NEWS

ରେଲୱେ ଷ୍ଟେସନରୁ ମିଳିଲା ଡାକ୍ତରଙ୍କ ମୃତଦେହ

ଭୁବନେଶ୍ୱର : ଭୁବନେଶ୍ୱର ରେଲୱେ ଷ୍ଟେସନ ନିକଟରୁ ଆଜି ଜଣେ ଡାକ୍ତରଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ସୂଚନା ଅନୁଯାୟୀ ମୃତ ବ୍ୟକ୍ତିଙ୍କ ନାମ ରବୀନ୍ଦ୍ର ନାଥ ରଥ ହୋଇଥିବାବେଳେ ସେ ଜଣେ ଅବସରପ୍ରାପ୍ତ ଡାକ୍ତର ବୋଲି ଜଣାପଡିଛି । ଡାକ୍ତର ଜଣଙ୍କ ମୁନିସିପାଲଟି ହସ୍ପିଟାଲରେ ଆଡହକରେ ଶିଶୁ ରୋଗ ବିଶେଷଜ୍ଞ ଭାବେ କାର୍ଯ୍ୟରତ ଥିଲେ ।

ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ତାହା ସଠିକ୍ ଭାବେ ଜଣା ପଡିନାହିଁ । ପୋଲିସ ଅନୁସନ୍ଧାନୀ ଟିମ୍ ସହିତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.