Latest Odisha News

BREAKING NEWS

ଜନ୍ମ ହେଲା ପରେ ଶିଶୁ କାନ୍ଦିଲାନି, ଡାକ୍ତରକୁ ରାଗିକି ଅନେଇଲା

ରିଓ ଡି ଜେନେରିୟା: ବ୍ରାଜିଲର ଏକ ଡାକ୍ତରଖାନାରେ ମଜାଦାର ଓ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ରିପୋର୍ଟ ମୁତାବକ ସେଠାରେ ଏକ ସଦ୍ୟଜାତ ଶିଶୁ ଶରୀର ବାହାରକୁ ଆସିବା ପରେ କାନ୍ଦିଲାନି । ଡାକ୍ତର ଚେକଅପ କରିବା ପରେ ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ ବୋଲି ଜାଣିପାରିଲେ । ଶିଶୁକୁ କନେ୍ଦଇବା ପାଇଁ ସେ ତା ସହିତ ଲାଗିଲେ । ଶିଶୁଟି ଏଥିରେ ରାଗିକି ଡାକ୍ତରଙ୍କୁ ଅନେଇଥିଲା ।

ଏହି ଫଟୋ ଏବେ ସମସ୍ତଙ୍କୁ ଚକିତ କରୁଛି । ସମ୍ପୃକ୍ତ ମହିଳା ଡାକ୍ତର ମଧ୍ୟ ଏ ଭଳି ଘଟଣା ପ୍ରଥମଥର ପାଇଁ ଦେଖିଲେ ବୋଲି କହିଛନ୍ତି । ଗର୍ଭ ନଳୀ କଟା ହେବା ପରେ ପିଲାଟି କାନ୍ଦିଥିଲା ।

Comments are closed.