ଯାଜପୁର : ଯାଜପୁରରେ ଅଘଟଣ । ପୋଖରୀରେ କାର ଗଳିପଡ଼ିବା ଫଳରେ କାର ଚାଳକଙ୍କ ମୃତ୍ୟୁ ହୋଇଯାଇଛି । ଯାଜପୁର ଜିଲ୍ଲା କୁଆଖିଆ ଥାନା ମୁଗୁପାଳ ନିକଟରେ ଏପରି ଅଘଟଣ ଘଟିଛି । ମୃତକ ଜଣକ ହେଲେ ମୁଗୁପାଳ ଗାଁ ର ଗଦାଧର ସାହୁ । ସେ ନିଜ ଗାଡିରେ ହରିପୁରରୁ ନିଜ ଗାଁକୁ ଆସୁଥିବା ବେଳେ କାର ଭାରସାମ୍ୟ ହରାଇ ପୋଖରୀ ଭିତରକୁ ପଶି ଯାଇଥିଲା । ଗଦାଧରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଲୋକମାନେ ଯାଜପୁର ଜିଲ୍ଲା ମୁଖ୍ୟ ଡାକ୍ତର ଖାନାରେ ଭର୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
BREAKING NEWS
- Could Iran War End?: ୧୨ ତାରିଖରେ ଶେଷ ହୋଇଯିବ ମଧ୍ୟପ୍ରାଚ୍ୟ ଯୁଦ୍ଧ?
- LPG C Hike: ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ରୋଷେଇ ଘର ଉପରେ ମହଙ୍ଗା ମାଡ଼, ୬୦ ଟଙ୍କା ବଢିଲା ଗ୍ୟାସ ସିଲିଣ୍ଡର ମୂଲ୍ୟ
- Supreme Court On Odisha Govt: ଓଡିଶା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା, କହିଲେ, ‘ଅଳସୁଆ, ବିଳମ୍ବୀ ଏବଂ ଅଯଥା ବାହାନା…’
- News Channels TRP Halt: ଯୁଦ୍ଧ ପାଇଁ TRP ବନ୍ଦ୍, ୪ ସପ୍ତାହ ପାଇଁ ନ୍ୟୁଜ ଚ୍ୟାନେଲଙ୍କୁ ମିଳିବନି ଟିଆରପି ରେଟିଂ…
- Fresh Infiltration Threat: ଆତଙ୍କବାଦୀ କରିପାରନ୍ତି ଅନୁପ୍ରବେଶ, ନୂତନ ଲଞ୍ଚିଂ ପ୍ୟାଡ୍ ହେଲା ସକ୍ରିୟ ; ସତର୍କ କଲା ଗୋଇନ୍ଦା ବିଭାଗ
- Fake Reports on Iran War: ସ୍ଥଗିତ ରହିବ ୪ ସପ୍ତାହ ପାଇଁ ନ୍ୟୁଜ୍ ଚ୍ୟାନେଲର TRP ରିପୋର୍ଟ; ଜାଣନ୍ତୁ କାରଣ
- ହାଇଦ୍ରାବାଦରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ,ଅନ୍ୟଜଣେ ଗୁରୁତର ଆହତ
- ଏଣିକି ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ବୟସର ପିଲା ବ୍ୟବହାର କରିପାରିବେନି ସୋସିଆଲ ମିଡିଆ
- ରାଜସ୍ୱ ବିଭାଗରେ ସମସ୍ତ ଅଧିକାରୀ ଓ କର୍ମଚାରୀ ପରିଧାନ କଲେ ପାରମ୍ପରିକ ହସ୍ତତନ୍ତ ପୋଷାକ
- ରାଜଧାନୀରେ ଚାଞ୍ଚଲ୍ୟ, ଗୋଟିଏ ଦିନରେ ନିଖୋଜ ହେଲେ ୩ ନାବାଳକ-ନାବାଳିକା
Comments are closed.