Latest Odisha News

BREAKING NEWS

Browsing Tag

jajpur news

ଗଣଶିକ୍ଷା ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବାରୁ ବିଜେପି ଯୁବମୋର୍ଚ୍ଚାର ୯ ଜଣ ଥାନାରେ ଅଟକ

ଯାଜପୁର : ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବା ପଡ଼ିଲା ମହଙ୍ଗା । ଗଣଶିକ୍ଷା ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ଯାଜପୁର ଯୁବ ମୋର୍ଚ୍ଚାର ୯ ଜଣ କର୍ମୀ ଥାନା ରେ ଅଟକ । ଆଜି ଯାଜପୁର ବିରଜା ହାଇସ୍କୁଲ ପରିସରରେ ସ୍କୁଲ ରୂପାନ୍ତରଣ ଉଦଘାଟନ କୁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆସିବାକୁ ଥିବା ବେଳେ…

ମାଛ ଧରିବା ବେଳେ ଟାଣିନେଲା କୁମ୍ଭୀର, ଯୁବକ ନିଖୋଜ

ଯାଜପୁର : ମାଛ ଧରିବା ବେଳେ ଅଘଟଣ । ଯୁବକଙ୍କୁ ପାଣି ଭିତରକୁ ଟାଣିନେଲା କୁମ୍ଭୀର। ଏଭଳି ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା ବରୀ ବ୍ଲକ ଉଦୟନାଥପୁର ପଞ୍ଚାୟତରେ ଘଟିଛି। ଓଡ୍ରାଫ୍ ଟିମ୍ ଘଟଣା ସ୍ଥଳ ରେ ପହଁଚି ଖୋଜାଖୋଜି ଜାରି ରଖିଛନ୍ତି। ନିଖୋଜ ଯୁବକ ହେଉଛନ୍ତି କହରାଗଣ୍ଡ ଗାଁ ର ମୁରଲୀଧର…

ଯାଜପୁର ସବ-ଜେଲରେ ଲାଇବ୍ରେରୀ ସେବା ଆରମ୍ଭ

ଯାଜପୁର :ଅନ୍ତେବାସୀ ପଢ଼ିବେ ପାଠ । ଯାଜପୁର ସବ-ଜେଲରେ ଆରମ୍ଭ ହେଲା ଲାଇବ୍ରେରୀ ସେବା। ଯାଜପୁର ସର୍ବ ପୂରାତନ ଜେଲରେ ଆଜିଠାରୁ ଆଜି ପ୍ରଥମ ଥର ପାଇଁ ରୋଟାରୀ କ୍ଲବ ସହାୟତାରେ ଅନ୍ତେବାସୀଙ୍କୁ ଲାଇବ୍ରେରୀ ସୁବିଧା ଯୋଗାଇ ଦିଆଯାଇଛି ।ଏହି ଅବସରରେ ଯାଜପୁର ଉପଜିଲ୍ଲାପାଳ ,ଜ୍ୟୋତିଶଙ୍କର…

ଯାଜପୁରରେ କରୋନା କଟକଣାରେ ହେବ କାଳୀପୂଜା : ଜିଲ୍ଲାପାଳ

ଯାଜପୁର : ଆସୁଛି କାଳୀପୂଜା । ଯାଜପୁରରେ କାଳୀପୂଜା ନିଡାରମ୍ବର ଭାବେ ପାଳନ କରିବା ନେଇ ଗୌତମ ବୁଦ୍ଧ ସଂସ୍କୃତି ଭବନଠାରେ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କୋଭିଡ କଟକଣା ମଧ୍ୟରେ ଚଳିତ ବର୍ଷ କାଳୀପୂଜାକୁ ପାଳନ କରିବାକୁ ସମସ୍ତ…

[ ଭିଡିଓ ] ଯାଜପୁରରେ ହାତୀ ଆତଙ୍କ ,ଜଣେ ଗୁରୁତର

ଯାଜପୁର : ଯାଜପୁରରେ ହାତୀ ଆତଙ୍କ । ଗାଁ ଲୋକ ଛାନିଆ । ଗତ କିଛି ଦିନ ଧରି ବଡଚଣା ଓ କଟକ ସାଲେପୁର ଅଞ୍ଚଳରେ ଆତଙ୍କ ଖେଳାଇଥିବା ହାତୀ ଯାଜପୁରରେ ଆତଙ୍କ ଜାରି ରଖିଛି।ହାତୀ ଆକ୍ରମଣରେ ଗୁରୁତର ହୋଇ ଜଣେ ବ୍ୟକ୍ତି ଏବେ ଯାଜପୁର ମୁଖ୍ୟ ଡାକ୍ତର ଖାନାରେ ଭର୍ତି ହୋଇଛନ୍ତି । ଗୁରୁତର ବ୍ୟକ୍ତି…

ଯାଜପୁରରେ ମହାତ୍ମା ଗାନ୍ଧି ଓ ଲାଲ ବାହାଦୂର ଶାସ୍ତ୍ରୀ ଜୟନ୍ତୀ ପାଳିତ

ଯାଜପୁର : ଆଜି ଜାତିର ପିତା ମହାତ୍ମା ଗାନ୍ଧି ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମଜୟନ୍ତୀ । ଏହି ଅବସରରେ ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ମହାତ୍ମା ଗାନ୍ଧି ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ସ୍ଥାନୀୟ ଗାନ୍ଧୀ ଛକଠାରେ…

ଯାଜପୁରରେ ମାତିଛନ୍ତି ଚୋର, ଦୋକାନରୁ ଚୋରି ଅଭିଯୋଗ

ଯାଜପୁର : ଯାଜପୁରରେ ମାତିଛନ୍ତି ଚୋର । ଯାଜପୁର ଜିଲ୍ଲା ବିଝାରପୁର ଥାନା ବାଳମୁକିଳି ଛକରେ ବିଳମ୍ବିତ ରାତିରେ ଦୋକାନ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ପ୍ରାୟ ୩ଟି ଦୋକାନରୁ ଚୋର ମାନେ ସ୍କାଇ ଲାଇଟ ଭାଙ୍ଗି ବହୁ ଜିନିଷ ପତ୍ର ଲୁଟ୍ କରିଛନ୍ତି । ବଜାରରେ ଥିବା ମେଡିସିନ ଷ୍ଟୋର…

ପୋଖରୀରେ ଖସି ପଡ଼ିଲା କାର , ଚାଳକ ମୃତ

ଯାଜପୁର : ଯାଜପୁରରେ ଅଘଟଣ । ପୋଖରୀରେ କାର ଗଳିପଡ଼ିବା ଫଳରେ କାର ଚାଳକଙ୍କ ମୃତ୍ୟୁ ହୋଇଯାଇଛି । ଯାଜପୁର ଜିଲ୍ଲା କୁଆଖିଆ ଥାନା ମୁଗୁପାଳ ନିକଟରେ ଏପରି ଅଘଟଣ ଘଟିଛି । ମୃତକ ଜଣକ ହେଲେ ମୁଗୁପାଳ ଗାଁ ର ଗଦାଧର ସାହୁ । ସେ ନିଜ ଗାଡିରେ ହରିପୁରରୁ ନିଜ ଗାଁକୁ ଆସୁଥିବା ବେଳେ କାର ଭାରସାମ୍ୟ…

ଯାଜପୁରରେ ବଧୂ ହତ୍ୟା ଅଭିଯୋଗ

ଯାଜପୁର: ଯାଜପୁରରେ ବଧୂ ହତ୍ୟା । ମଙ୍ଗଳପୁର ଥାନା ମହାନ୍ତି ପାଟଣା ଗାଁ ରେ ବଧୂ ହତ୍ୟା ଅଭିଯୋଗ । ମୃତ ମହିଳା ଜଣକ ହେଲେ ଭାଷ୍କର ବେହେରାଙ୍କ ପତ୍ନୀ ବବିତା ବେହେରା । ବବିତାଙ୍କୁ ସ୍ୱାମୀ ଓ ଶାଶୁ ଘର ଲୋକେ ମିଳିମିଶି ହତ୍ୟା କରିଥିବା ମଙ୍ଗଳପୁର ଥାନାରେ ଅଭିଯୋଗ ହୋଇଛି । ଗତକାଲି…