Latest Odisha News

BREAKING NEWS

ରାଷ୍ଟ୍ରପତି ଭବନ ସମାରୋହରେ ଯୋଗ ଦେଇଥିଲେ ଦୁଷ୍ମନ୍ତ !

ନୂଆଦିଲ୍ଲୀ: ବଲିଉଡ ଗାୟିକା କନିକା କାପୁର କରୋନା ସଂକ୍ରମିତ ହୋଇଥିବା ଜଣାପଡିବା ପରେ ଚିନ୍ତା ବଢ଼ିଛି । ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ତାଙ୍କ ପୁତ୍ର ଦୁଷ୍ମନ୍ତ ସିଂ ଏହି ପାର୍ଟିରେ ଯୋଗ ଦେଇଥିଲେ । ସବୁଠାରୁ ବଡ କଥା ଏହା ପରେ ଦୁଷ୍ମନ୍ତ ସଂସଦ ଯିବା ସହ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଏହି କାର‌୍ୟ୍ୟକ୍ରମର ଏକ ଫଟୋ ମଧ୍ୟ ଦେଖିବାକୁ ମିଳିଛି। ଯେଉଁଥିରେ ଦୁଷ୍ମନ୍ତ ସିଂ ରାଷ୍ଟ୍ରପତି ରାମନାଥ କୋବିନ୍ଦ କୋବିନ୍ଦଙ୍କ ପାଖରେ ଠିଆ ହୋଇଥିବାର ଦେଖିବାକୁ ମିଳୁଛି। ତେବେ ରାଷ୍ଟ୍ରପତି କୋବିନ୍ଦ ଦୁଷ୍ମନ୍ତ ସିଂ ଓ ଅନ୍ୟ ସାଂସଦଙ୍କ ସହ ହାତ ମିଳାଇ ନ ଥିଲେ। ବସୁନ୍ଧରା ଓ ତାଙ୍କର ପୁଅ ଏବେ ସେଲଫ୍ଆ ଇସୋଲେନରେ ଅଛନ୍ତି। ଦ୍ୟୁଷନ୍ତ ସଂସଦ ମଧ୍ୟ ଯାଇଥିଲେ।

Leave A Reply

Your email address will not be published.