Latest Odisha News

BREAKING NEWS

ବଙ୍ଗୋପସାଗରରେ ଭୂମିକମ୍ପ, ତୀବ୍ରତା ୫.୧

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ଭୂକମ୍ପ ଝଟ୍‌କା । ସମୁୂଦ୍ର ଭିତରେ  ଅନୁଭୂତ ହୋଇଛି ଏହି ଭୂକମ୍ପ । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୧ ରହିଛି ।   ସମୁଦ୍ର ଭିତରେ ହୋଇଥିବା ଏହି  ଭୂକମ୍ପ ଝଟ୍‌କା ନେଇ  ସୂଚନା ଦେଇଛି NCS।

ଆଜି ସକାଳ ୮ଟା ୩୨ରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି। ଏହାର ପ୍ରଭାବରେ ଢାକାରେ ମଧ୍ୟ୍ ଅନୁଭୂତ ହୋଇଛି । ଢାକାରେ ମୃଦୁ ଭୂକମ୍ପ ହୋଇଥିବା ସୂଚନା ମିଳିଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ଢାକାର ଦକ୍ଷିଣପଶ୍ଚିମଠାରୁ  ୫୩୯ କିମି ଦୂରରେ ରହିଛି ।   ଏହା କୋକ୍ସ ବଜାରର ଦକ୍ଷିଣ ପୂର୍ବକୁ ୩୪୦ କିମି ଦୂରରେ   କେନ୍ଦ୍ରୀଭୂତ ହୋଇଥିବା ନାସନାଲ  ସେଣ୍ଟର ଫର ସେସମୋଲଜି ପକ୍ଷରୁ ସୂଚନା ମିଳିଛି ।

ଏହାର ପ୍ରଭାବରେ ବିଶେଷ କ୍ଷୟକ୍ଷତି ହୋଇ ନ ଥିବା ସୂଚନା ମିଳିଛି ।

 

 

Leave A Reply

Your email address will not be published.