Latest Odisha News

BREAKING NEWS

Browsing Tag

Bay Of Begal

ଆଜି ମଧ୍ୟରାତିରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା ମାଣ୍ଡୋସ

ଭୁବନେଶ୍ୱର: ବାତ୍ୟା ପାଇଁ ଦାନା ବାନ୍ଧୁଛି ସାମୁଦ୍ରିକ ଝଡ଼ ‘ମାଣ୍ଡୋସ୍’। ଭୀଷଣ ବାତ୍ୟାର ରୂପ ନେବା ପରେ ତାମିଲନାଡୁର ମାମଲ୍ଲାପୁରମ୍ ଉପକୂଳରେ ସ୍ଥଳଭାଗ ଛୁଇଁପାରେ ମାଣ୍ଡୋସ । ଆଜି ମଧ୍ୟରାତ୍ର ସୁଦ୍ଧା ମାଣ୍ଡୋସ ଲ୍ୟାଣ୍ଡଫଲ୍‌ କରିପାରେ । ଏ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ  …

ଦକ୍ଷିଣ ଆଣ୍ଡାମାନ୍‌ ସମୁଦ୍ରରେ ଲଘୁଚାପ କ୍ଷେତ୍ର, ହୋଇପାରେ ବାତ୍ୟା

ନୂଆଦିଲ୍ଲୀ:ବଙ୍ଗୋପ ସାଗରରେ ବାତ୍ୟା ଆଶଙ୍କା  ।  ଦକ୍ଷିଣ ଆଣ୍ଡାମାନ୍‌ ସମୁଦ୍ରରେ ସୃଷ୍ଟି ହୋଇଛି  ଲଘୁଚାପ କ୍ଷେତ୍ର । ଏହା  ଘନିଭୂତ ହୋଇ ନେଇପାରେ ସାମୁଦ୍ରିକ ଝଡ଼ର ରୂପ । ଏମିତି କିଛି ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏହି ସାମୁଦ୍ରିକ ଝଡ଼  ଦକ୍ଷିଣ-ପଶ୍ଚିମମୁହାଁ ହୋଇ ଉତ୍ତର…

ବଙ୍ଗୋପସାଗରରେ ଭୂମିକମ୍ପ, ତୀବ୍ରତା ୫.୧

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ଭୂକମ୍ପ ଝଟ୍‌କା । ସମୁୂଦ୍ର ଭିତରେ  ଅନୁଭୂତ ହୋଇଛି ଏହି ଭୂକମ୍ପ । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୧ ରହିଛି ।   ସମୁଦ୍ର ଭିତରେ ହୋଇଥିବା ଏହି  ଭୂକମ୍ପ ଝଟ୍‌କା ନେଇ  ସୂଚନା ଦେଇଛି NCS। ଆଜି ସକାଳ ୮ଟା ୩୨ରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା…

ଗଭୀର ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା, ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ବଙ୍ଗୋପସାଗର ଉପକୂଳ ଓ ତତସଂଲଗ୍ନ ଉତ୍ତର ଓଡ଼ିଶାରେ ଉପରେ ଗଭୀର ଅବପାତ ସକ୍ରିୟ ରହିଛି । ଏହା ବିଗତ ୬ ଘଣ୍ଟା ହେଲା ଘଣ୍ଟା ପ୍ରତି ୧୮ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ଗଭୀର ଅବପାତ ଦକ୍ଷିଣ ଝାଡ଼ଖଣ୍ଡର ଜାମସେଦପୁର ଠାରୁ ଦକ୍ଷିଣଦକ୍ଷିଣ-ପଶ୍ଚିମରେ…