Latest Odisha News

କରୋନାଭାଇରସ ଭୟ: ଟ୍ରେନରୁ କମ୍ବଳ ହଟାଇଲା ପୂର୍ବତଟ ରେଳବାଇ

ଭୁବନେଶ୍ୱର: କରୋନାଭାଇରସ୍ ମହାମାରୀର ରୂପ ନେଉଥିବା ବେଳେ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ (ଇସିଓଆର) ସମସ୍ତ ଶୀତତାପ ନିୟନ୍ତ୍ରିତ କୋଚରେ କମ୍ବଳ ହଟାଇବାକୁ ନିଷ୍ପତ୍ତି ନେଇଛି।

ଏହାବ୍ୟତିତ ଟ୍ରେନରେ ଥିବା ଶୌଚାଳୟ ଗୁଡିକୁ ପ୍ରମୁଖ ଷ୍ଟେସନରେ ଲଗାତାର ଭାବେ ସଫା କରାଯିବ ।

ଭାରତରେ ଏଯାବତ୍ ପ୍ରାୟ ୮୩ ଜଣ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ଘଟିଛି ।

Comments are closed.