ଇଜିପ୍ଟ: ମିଶରର ୪୭୦୦ ବର୍ଷ ତଳର ପୁରାତନ ପିରାମିଡ ସମ୍ମୁଖରେ ଫଟୋଶୁଟ କରି ଅଡୁଆରେ ପଡିଛନ୍ତି ଫଟୋଗ୍ରାଫର ଓ ମଡେଲ । ମଡେଲ ସଲମା ଅଲ ଶିମି ଅର୍ଦ୍ଧନଗ୍ନ ଅବସ୍ଥାରେ ଫାରୋଙ୍କ ସମୟର ପୋଷାକ ପିନ୍ଧି ଫଟୋ ଉଠାଇଥିଲେ । ଯାହା ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ଘଟଣାରେ ଫଟୋଗ୍ରାଫର ଓ ମଡେଲଙ୍କୁ ପୋଲିସ ଗିରଫ କରିଛି । ବିଶ୍ୱ କୀର୍ତିରାଜରେ କାଇରୋ ନିକଟରେ ଥିବା ପିରାମିଡ ଅଫ ଜୋସେର ସାମିଲ ହୋଇଥିବାରୁ ଏଠାରେ ଫଟୋ ଉଠାଇବା ମନା । ତେବେ ମଡେଲଙ୍କୁ ଗିରଫ କରାଯାଇଛି କି ନାହିଁ ତାହା ସ୍ପଷ୍ଟ ହୋଇପାରୁ ନାହିଁ । କେଉଁ ପୋଲିସ କର୍ମଚାରୀ ସେମାନଙ୍କୁ ଅନୁମତି ଦେଇଥିଲା ତାହା ଖୋଜା ଚାଲିଛି ।
ଶିମିଙ୍କ ଏହି ଫଟୋ ତାଙ୍କ ସୋସିଆଲ ଆକାଂଉଟରୁ ଡିଲିଟ କରି ଦିଆଯାଇଛି । ଡିଲିଟ ହେବା ମଧ୍ୟରେ ଏହି ଫଟୋ ଭାଇରାଲ ହୋଇଥିଲା । ଅନେକ ପ୍ରଶଂସକ ଏହାର ସ୍କ୍ରିନଶଟ ମଧ୍ୟ ରଖିଛନ୍ତି । ତେବେ ଇଜିପ୍ଟର ବାସିନ୍ଦାମାନେ ଏହି ଫଟୋ ଉଠାଇବା ନେଇ ମଡେଲଙ୍କୁ ସମାଲୋଚନା କରିଛନ୍ତି ।
BREAKING NEWS
- Ama Bus: ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଲା ‘ଆମ ବସ୍’
- School Timings Changed: କଲବଲ କରୁଛି ଥଣ୍ଡା: କଟକ ଜିଲ୍ଲାରେ ବଦଳିଲା ସ୍କୁଲ ସମୟ
- Hit and Run Case: ୧୫ ଜଣଙ୍କ ଉପରେ ଚଢ଼ିଗଲା ଦ୍ରୁତଗାମୀ କାର
- Himachal Accident: ହିମାଚଳ ବସ୍ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା
- Cold Wave: ଓଡିଶାରେ ହାଡ଼ଭଙ୍ଗା ଶୀତ, ଅନେକ ଜିଲ୍ଲାରେ ‘କୋଲ୍ଡ ୱେଭ୍’ ଆଲର୍ଟ
- Cyber Fraud: ୬.୨୭ କୋଟିର ସାଇବର ଫ୍ରଡ୍ ମାମଲା ; ୧୬ ବ୍ୟାଙ୍କ ଜମା ଖାତା ଜବତ,୫ ଗିରଫ
- କଳାହାଣ୍ଡିରୁ ଚାଲାଣ ହେଉଥିଲା କଇଁଛ..୮୩ଟି ଜୀବନ୍ତ କଇଁଛ ଜବତ, ଦୁଇ ଗିରଫ
- ୮ ବିଭାଗର ୧୧ ପ୍ରସ୍ତାବକୁ ବାଜିଲା ରାଜ୍ୟ କ୍ୟାବିନେଟ୍ ମୋହର
- ପୋଲାଭରମ ସମସ୍ୟା ସମାଧାନ ନହେଲେ ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଲା ବିଜେଡି
- ଚଳିତବର୍ଷ ରଥ ପାଇଁ ଆବଶ୍ୟକ ୮୬୫ ଖଣ୍ଡ କାଠ; ଡିଏଫଓ ଯୋଗାଇବେ ଚାରମାଳ କାଠ
Comments are closed.