ଭୁବନେଶ୍ୱର : ଓଡିଶା ଲୋକସଭା ଓ ବିଧାନସଭା ନିର୍ବାଚନର ଫଳାଫଳା ଗଣତି ଆରମ୍ଭ ହୋଇଥିବାବେଳେ ବିଜେପି ଓ କଂଗ୍ରେସ ଠାରୁ ଶାସକ ଦଳ ବିଜେଡି ଆଗୁଆ ରହିଛି ।
ଓଡିଶାରେ ୧୪୬ ବିଧାନସଭା ଆସନରୁ ବିଜେଡି ୪୭ଟି ଆସନ ଅକ୍ତିଆର କରିଥିବା ବେଳେ ବିଜେପି ଓ କଂଗ୍ରେସ କ୍ରମଶଃ- ୧୬ ଓ ୨ଟି ସିଟରେ ଆଗୁଆ ରହିଛନ୍ତି । ଏହାବ୍ୟତିତ ୨୧ ଲୋକସଭା ଆସନରୁ ବିଜେପି ୫ ଓ ବିଜେଡି ୧୦ଟି ସିଟରେ ଆଗୁଆ ରହିଥିବା ବେଳେ କଂଗ୍ରେସ ପଛୁଆ ଅଛି ।
Comments are closed.