Latest Odisha News

ରାହୁଲ ଗାନ୍ଧୀ ୱାଏନଡରେ ଆଗୁଆ, ଆମେଠି ଆସନରେ ପଛୁଆ

ନୂଆଦିଲ୍ଲୀ : ସାରା ଦେଶରେ ଭୋଟ ଗଣତି ଆରମ୍ଭ ହୋଇଥିବାବେଳେ ରାଜନୈତିକ ମାହୋଲ ଏକପ୍ରକାର ସରଗରମ ହୋଇଉଠିଛି । ଏହି ପରିପ୍ରେକ୍ଷୀରେ କେରଳର ୱାଏନଡ୍ ଆସନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଗୁଆ ରହିଥିବା ଜଣାପଡିଛି ।

ତେବେ ରାହୁଲ ପ୍ରତିଦ୍ୱନ୍ଦୀତା କରୁଥିବା ଅନ୍ୟ ଏକ ଆସନ ଉତ୍ତରପ୍ରଦେଶର ଆମେଠିରେ କଂଗ୍ରେସ ପ୍ରାୟ ୭ହଜାର ଭୋଟରେ ପଛୁଆ ରହିଥିବାବେଳେ କଂଗ୍ରେସର ପାରମ୍ପାରିକ ଗଡ ବୋଲାଉଥିବା ଏହି ଆସନରୁ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀ ଆଗୁଆ ରହିଛନ୍ତି ।

Leave A Reply

Your email address will not be published.