ଭୁବନେଶ୍ୱର: ସରିଲା ମାଟ୍ରିକ୍ ପରୀକ୍ଷା । ମାର୍ଚ୍ଚ ୧୮ ତାରିଖରୁ ଆରମ୍ଭ ହେବ ଖାତାଦେଖା । ଦୀର୍ଘ ୨୦ ଦିନ ଧରି ମୂଲ୍ୟାୟନ ପ୍ରକ୍ରିୟା ଚାଲିବ । ଏହି ଖାତାଦେଖା ପ୍ରକ୍ରିୟାରେ ୧୫ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହେବ । ୬୨ଟି ମୂଲ୍ୟାୟନ କେନ୍ଦ୍ରରେ ଖାତାଦେଖା ହେବ । ଏନେଇ ସୂଚନା ଦେଇଛନ୍ତି ବୋର୍ଡ ସଭାପତି । ଏହାସହ ଚଳିତ ବର୍ଷ ଶୃଙ୍ଖଳିତ ପରୀକ୍ଷା ପରିଚାଳନା ପାଇଁ ପୋଲିସ ଓ ପ୍ରଶାସନକୁ ସେ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।
ଚଳିତ ବର୍ଷ ସାରା ରାଜ୍ୟରେ ୫ଲକ୍ଷ ୬୦ ହଜାର ୯୫୦ ପରୀକ୍ଷାର୍ଥୀ ମାଟ୍ରିକ୍ ପରୀକ୍ଷା ଦେଇଛନ୍ତି । ୨ ହଜାର ୮୮୮ ପରୀକ୍ଷା କେନ୍ଦ୍ରରେ ମାଟ୍ରିକ୍ ପରୀକ୍ଷା ହୋଇଛି । ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ବୋର୍ଡ ପକ୍ଷରୁ ଚାରିସ୍ତରୀୟ ସ୍କାର୍ଡ ବ୍ୟବସ୍ଥା କରାଯାଇଥିଲା । ଏଥିସହ ୧ ହଜାର ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ଲଗାଯାଇଥିଲା । ସେହିପରି ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ବୁକ୍ଲେଟକୁ ଘରକୁ ଆଣିବା ପାଇଁ ବାରଣ ମଧ୍ୟ କରାଯାଇଥିଲା ।
BREAKING NEWS
- ନୂତନ ଅପରାଧିକ ଆଇନରେ ହେବ ଐତିହାସିକ ସଂଶୋଧନ, ଆୟୋଜିତ ହେବ ”ନ୍ୟାୟ ସଂହିତା ପ୍ରଦର୍ଶନୀ”
- ଧୂଳିସାତ୍ ହେଉଛି ମାଓଗଡ, ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୧୫ ମାଓବାଦୀ
- ସଞ୍ଜୁଙ୍କ ବିସ୍ଫୋରକ ଅର୍ଦ୍ଧଶତକ: ଇଂଲଣ୍ଡ ସମ୍ମୁଖରେ ୨୫୪ ରନର ଲକ୍ଷ୍ୟ
- କେବଳ ସାମରିକ ଶକ୍ତି ସମସ୍ୟାର ସମାଧାନ କରିପାରିବ ନାହିଁ: ମୋଦି
- ଭୁଲ୍ ଇଞ୍ଜେକସନ ଯୋଗୁଁ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ;ଏନଏଚ୍-୫୭ ଅବରୋଧ
- Fish market Paradeep: ପାରାଦୀପ ପାଇଁ ବଡ଼ ଯୋଜନା: ପ୍ରତିଷ୍ଠା ହେବ ହାଇଜିନିକ୍ ମାଛ ବଜାର
- ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ କଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
- ଟି୨୦ ବିଶ୍ୱକପ ସେମିଫାଇନାଲ: ଭାରତ କରିବ ପ୍ରଥମେ ବ୍ୟାଟିଂ
- India offers condolences: ଇରାନ ସୁପ୍ରିମ ଲିଡର ଖାମେନେଇଙ୍କ ମୃତ୍ୟୁରେ ଭାରତର ଶୋକ;ଶୋକ ପୁସ୍ତକରେ ସ୍ବାକ୍ଷର କଲେ…
- ଘରକୁ ଯିବା ପାଇଁ ବ୍ୟସ୍ତ ହୋଇ ପଡିଲେଣି ୱେଷ୍ଟଇଣ୍ଡିଜର ଏହି ଖେଳାଳି
Comments are closed.