ବ୍ୟାଙ୍କକ: ଥାଇଲାଣ୍ଡ ଜଙ୍ଗଲରେ ଏବେ ଚାଲିଛି ବିଭିନ୍ନ ଦେଶର ମିଳିତ ୱାରଗେମ୍ ଏକ୍ସରସାଇଜ । ଏହା ଶୁଣିବାକୁ ସାଧାରଣ ଲାଗୁଥିଲେ ମଧ୍ୟ ଏହି ଟ୍ରେନିଂରେ ସୈନ୍ୟମାନଙ୍କୁ ବହୁ କଷ୍ଟସାଧ୍ୟ ପ୍ରଶିକ୍ଷଣ ନେବାକୁ ପଡିଥାଏ ।
ବିପଦପୂର୍ଣ୍ଣ ପରିବେଶରେ ଜଙ୍ଗଲ ମଧ୍ୟରେ ବଂଚିବା ଏଠାରେ ଶିକ୍ଷା ଦିଆଯାଏ । ସାପ, ବିଛା, ଏଣ୍ଡୁଅ, ଜୋକ ପରି ଜନ୍ତୁମାନଙ୍କୁ ଖାଇବାକୁ ପଡିଥାଏ । ନାଗସାପ ରକ୍ତ ଓ ବଣ କୁକୁଡାକୁ ଛିଡାଇ କଂଚା ଚୋବାଇବାକୁ ପଡିଥାଏ ।
ଯଦି ପାଣି ନ ମିଳିଲା ତେବେ ସାପର ରକ୍ତ ବଂଚାଇବାରେ ସହାୟ ହେବ । ଏହି ପ୍ରଶିକ୍ଷଣରେ ୯୬୦୦ ସୈନ୍ୟ ଯୋଗ ଦେଇଥିଲେ ।ସେମାନଙ୍କ ସହିତ ଜାପାନ, ଥାଇଲାଣ୍ଡ, ଚାଇନା, ଭାରତ, ଦକ୍ଷିଣ କୋରିଆ, ଇଣ୍ଡୋନେସିଆ ଓ ମାଲେସିଆ ସୈନ୍ୟ ମଧ୍ୟ ଯୋଗ ଦେଇଥିଲେ । ଅନେକ ସୈନ୍ୟ ଏହି ପ୍ରଶିକ୍ଷଣକୁ ପୂରା କରିପାରନ୍ତି ନାହିଁ ।
BREAKING NEWS
- Hylo Open 2026:ଭାରତ ପାଇଁ ଦ୍ୱିଗୁଣ ଖୁସି: ପି.ଭି. ସିନ୍ଧୁଙ୍କ ପରେ ଲକ୍ଷ୍ୟ ସେନ୍ ଜିତିଲେ ହାଇଲୋ ଓପନ୍ ଟାଇଟଲ୍
- ବାତ୍ୟା ‘ଅର୍ଣ୍ଣବ’: ୬ ଜିଲ୍ଲାକୁ କ୍ଷୟକ୍ଷତିର ପ୍ରାଥମିକ ଆକଳନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ
- Cyclone Threat: ମାଲକାନଗିରିରେ ତିନି ଦିନ ପାଇଁ ବନ୍ଦ ରହିବ ଶିକ୍ଷାନୁଷ୍ଠାନ
- ୭୦ ବର୍ଷ ପୁରଣା ରହସ୍ୟ! ଏହି ସହରରେ ମରିବା ସମ୍ପୂର୍ଣ୍ଣ ମନା
- ଦବିଲା ସାଲୁଙ୍କି ପୋଲ:ବିକଳ୍ପ ରାସ୍ତା ବ୍ୟବସ୍ଥା କରିବାକୁ ବିଶେଷଜ୍ଞ ଦଳ ଜିଲ୍ଲା ପ୍ରଶାସନକୁ କଲେ ଅବଗତ
- ଅର୍ଣ୍ଣବ କ୍ଷତିଗ୍ରସ୍ତଙ୍କ ପାଇଁ ସହାୟତା ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
- ବର୍ଷକ ମଧ୍ୟରେ ୪୦୦ ଛକା ମାରି ଇତିହାସ ରଚିଲା ଭାରତ
- କଇଁ ଫୁଲ ତୋଳିବାକୁ ଯାଇ ବୁଡ଼ିଗଲେ ୩ ଶିଶୁ
- ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧି, ପୁଣି ଖୋଲିଲା ୩ଟି ଗେଟ୍
- ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଖୋଲିଲା ବାଲିମେଳା ଜଳଭଣ୍ଡାରର ୩ ଗେଟ
Comments are closed.